ହାତୀ ଉପଦ୍ରବ ବୃଦ୍ଧି, ହାତୀ-ମଣିଷ ଲଢ଼େଇରେ ଯାଉଛି ଜୀବନ
by Argus News
Thu, Feb 08 | 1:15 p.m.

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାରେ  ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଛି । ଅନେକ ସମୟରେ ହାତୀ-ମଣିଷ ଲଢେଇରେ ଅନେକ ଜୀବନ ଯାଉଛି । ଯାହାର ପ୍ରତିବାଦରେ ଜିଲ୍ଲା ବିଜେପି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ବିଜେପିର ନେତା ଓ କର୍ମୀମାନେ ବନଖଣ୍ଡ ଅଧିକାରୀଙ୍କ ଗେଟକୁ ତାଲା ପକାଇବା ସହ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଡିଏଫ୍‌ଓଙ୍କୁ ବହିଷ୍କାର ଦାବି କରିବା ସହ ନରହନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚେସ୍‌
now
ଭାଙ୍ଗିଲା ୯୭ ବର୍ଷର ରେକର୍ଡ , ଭାରତ ଜିତିଲା ୩ଟି ସ୍ବର୍ଣ୍ଣ ପଦକ
ଅର୍ଗସ ବ୍ୟୁରୋ : ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ରବିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍&zwnj
ଜଳପ୍ରପାତ
11m ago
ଜଳପ୍ରପାତରେ ବୁଡି ୨ ଛାତ୍ରୀ ମୃତ, ଜଣେ ନିଖୋଜ
ମାଲକାନଗିରି : ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାରେ ଘଟିଛି ଅଘଟଣ । ଜଳତରଙ୍ଗିନୀ ଝରଣାକୁ ୧୩ ଜ
ପ୍ରଧାନମନ୍ତ୍ରୀ ମୋଦି
18m ago
ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’କୁ ଏକ ନୂଆ ଅର୍ଥ ଦେଇଛନ୍ତି