ଓଡ଼ିଶାକୁ ବାତ୍ୟା ଭୟ,ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ:ଯୋଗାଣ ମନ୍ତ୍ରୀ
by Argus News
Mon, Oct 21 | 7:36 a.m.

ଅର୍ଗସ ବ୍ୟୁରୋ:୨୩ରେ ବାତ୍ୟା,୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ଅତି ପ୍ରବଳ ବର୍ଷା। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ସତର୍କ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ। ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ କଲେ ବାରଣ।ସେପଟେ  ଆଲର୍ଟ ମୋଡରେ ଓଡ୍ରାଫ୍ ଓ NDRF,ସବୁ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ନ କରିବାକୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ପିଇବା ପାଣି
ଗଞ୍ଜାମ ଗୌଡ଼ଗୋଠ ଗାଁରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା
ଅର୍ଗସ ବ୍ୟୁରୋ:ପିଇବା ପାଣି ପାଇଁ ଗରା ମାଠିଆ ରଖି ନିଆଁ ଜାଳି ରାସ୍ତା ଅବରୋଧ କଲେ ମହିଳା। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ଗୌଡ଼ଗୋଠ ଗ୍ରାମରେ ପିଇବା ପାଣି ପାଇଁ ରାଜରାସ୍ତାକ
ସିରିଜ ଦୁର୍ଘଟଣା
କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା: 20 ଗୁରୁତର
ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ୍‌ଅପ ଭ୍ୟାନ କୁ ଧକା ଦେଇ ରାସ୍ତାରେ 20
ବାତ୍ୟା
ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ବାତ୍ୟା!
ଅର୍ଗସ ବ୍ୟୁରୋ:ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତରୀଣ ବୈଠକ ଶେଷ ହୋଇଛି। ରାଜ୍ୟରେ ବାତ୍ୟା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ସୂଚନ