ଗିରଫ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌
by Argus News
Wed, Jan 31 | 10:08 p.m.

ଅର୍ଗସ ବ୍ୟୁରୋ : ଗିରଫ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରୁ ହେମନ୍ତଙ୍କୁ ଗିରଫ କଲା ଇଡି । ୬ ଘଣ୍ଟାର ଜେରା ପରେ ଧରିଲା ଇଡି । ମଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍‌ । ଅନ୍ୟପଟେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ ।

ଅଧିକ ପଢନ୍ତୁ : ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ

DHARMENDRA PRADHAN
13m ago
ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର
WEATHER
33m ago
ତାତିରୁ ମିଳିଛି ତ୍ରାହି, ୧୨ ଯାଏଁ ଗ୍ରୀଷ୍ମ ପ୍ରବାହ ନାହିଁ !
ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି
PANDIAN
39m ago
ପଦାରେ ପଡିଲା ପାଣ୍ଡିଆନଙ୍କ ମିଛ
ଅର୍ଗସ ବ୍ୟୁରୋ: ପୁଣି ପଦାରେ ପଡିଲା ବିଜେଡି ନେତା ପାଣ୍ଡିଆନଙ୍କ ମିଛ । ମିଛରେ ସେ ମାଷ୍ଟ୍ରି କରିଥିବା ଅଭିଯୋଗ ହୋଇଛି । ପଦ୍ମପୁର ନିର୍ବାଚନୀ ସଭାରେ ସେ କହିଛନ୍ତି, ଲୋକ ଲଗା