ସାର୍ବଜନୀନ ହେଲା ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର
by Argus News
Wed, Sep 25 | 2:00 p.m.

କଟକ: ସାର୍ବଜାନିକ ହେଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର । ସର୍ବମୋଟ ସୁନା 1065.98 ଗ୍ରାମ ଏବଂ ରୂପା 2799.55 ଗ୍ରାମ ଗଣତିରୁ ଜଣାଗଲା । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଆଙ୍କର ଦଶହରାର ଷୋଡଶ ଉପଚାର ପୂଜା ଅନୁଷ୍ଟିତ ହୋଇଯାଇଛି । 

ବିରାଟ ପାଟ ପଟୁଆରରେ ଶୋଭାଯାତ୍ରା ସହ ମା'ଙ୍କ ଆୟୁଧ ମା'ଙ୍କ ମନ୍ଦିରକୁ ଅଣାଯାଇଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା' ଭଟ୍ଟାରିକା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି ମା' ଭଟ୍ଟାରିକା । 

ଚଳିତ ବର୍ଷ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା ଟ୍ରେଜେରିରୁ ଅଣାଯାଇ ମା' ଙ୍କର ସମସ୍ତ ଅଳଙ୍କାର ସବୁକୁ ସାର୍ବଜନିକ କରାଯାଇଥିବା ନେଇ ବଡ଼ମ୍ବା ତହସିଲଦାର ତଥା ଦେବତ୍ତର ଅଧିକାରୀ ଶାଶ୍ବତ ରଂଜନ ଦାଶ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ପାଟଣାଗଡ଼କୁ
6m ago
ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଅର୍ଗସ ବ୍ୟୁରୋ: ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ପ୍ରଥମେ ସ୍ଥାନୀୟ ରାଜ ଖମାରରେ ଦୀନଦୟାଲଙ୍କ ଜନ୍
AISHWARYA
16m ago
ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା
ଅର୍ଗସ ବ୍ୟୁରୋ: କଣ ଏମିତି କହିଗଲେ ଜୟା ବଚ୍ଚନ। ସମସ୍ତଙ୍କ ସାମ୍ନାରେ ଏମିତି କହିଗଲେ ଜୟା। ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ
ହିଜବୁଲ୍ଲା
26m ago
ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା
ଅର୍ଗସ ବ୍ୟୁରୋ : ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା । ଘନ ଘନ ରକେଟ୍ ମାଡ଼ରେ ଜଳୁଛି ଲେବାନନ । ଜଣେ ଜଣେ ହିଜବୁଲ୍ଲା କମାଣ୍ଡରଙ୍କୁ ନିପାତ କରୁଛି ଇସ୍ରାଏଲ ସେନା। କିଛ