ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା
by Argus News
Tue, Oct 01 | 9:38 a.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଛି । ମଙ୍ଗଳବାର ସକାଳୁ ନିଜ ବନ୍ଧୁକ ସଫା କରୁଥିଲେ । ହଠାତ୍ ଗୁଳି ଫୁଟି ତାଙ୍କ ଗୋଡରେ ବାଜିଛି । ତେବେ ଆହତ ଗୋବିନ୍ଦାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ତେବେ ଖବର ଅନୁଯାୟୀ, ଗୋବିନ୍ଦା ଘରେ ଏକୁଟିଆ ଥିଲେ । ଏବଂ କୌଣସି ସ୍ଥାନକୁ ଯିବା ପାଇଁ ବାହାରିବା ସମୟରେ ରିଭରବଲ୍ ସଫା କରୁଥିଲେ । ହଠାତ୍ ଗୁଳି ଫୁଟିଥିଲା । ତେବେ ତାଙ୍କ ଆଖ ପାଖରେ ରହୁଥିବା ବନ୍ଧୁବାନ୍ଧବଙ୍କୁ ଫୋନ କରିବା ପରେ ସେମାନେ ଆସି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ରହିଛି । ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଏନେି କୌଣସି ସୂଚନା ମିଳିପାରିନାହିଁ । ହେଲେ ଏହି ଖବର ଜାଣିବା ପରେ ଗୋବିନ୍ଦାଙ୍କ ଫ୍ୟାନ୍ସ ବେଶ ଚିନ୍ତିତ ହୋଇପଡିଛନ୍ତି । 

ଆହୁରି ପଢନ୍ତୁ ଭାରତ ଖବର...
 

ଖରିଫ
26m ago
ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା
ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା। କ୍ବିଣ୍ଟାଲ୍ ପିଛା 3100 ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ସୋହେଲାରୁ ହେବ ଧା
ମଦ ବିକ୍ରି ବନ୍ଦ
36m ago
ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା
ସୁବର୍ଣ୍ଣପୁର: ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍
ଦମଦାର ବିଜୟ
54m ago
କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ
ନୂଆଦିଲ୍ଲୀ: କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୯୫ ରନର ଟାର୍ଗେଟକୁ ଭାରତ ୩ ୱିକେଟ ହରାଇ ହାସଲ କରି ନେଇଛି। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନ