ଆଜିଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ.. 
by Argus News
Wed, Jul 17 | 10:28 a.m.

କଟକ: ଏସସିବି ମେଡିକାଲରେ ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦ ବଢିବାରେ ଲାଗିଛି। ଆଜି ଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆଉଟଡୋର,ୱାର୍ଡ, ICU,OT ରେ କାର୍ଯ୍ୟ କରିବେ ନାହିଁ ହାଉସ ସର୍ଜନ। କିନ୍ତୁ ଏମରଜେନ୍ସି ଡ୍ୟୁଟି, ଲେବର ରୁମ,କାଜୁଆଲଟି ଓ NTC ଡ୍ୟୁଟି କରିବେ।  ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନରେ ସାମିଲ ହେବେ 250 ହାଉସ ସର୍ଜନ।

ଅନ୍ୟପଟେ ରାଜ୍ୟର 22000 ନର୍ସିଂ ଅଫିସର ମାନେ କଳା ବ୍ୟାଚ ପିନ୍ଧି ରୋଗୀଙ୍କ ସେବା କରିବେ। ତେବେ ଜଣେ ରୋଗୀଙ୍କୁ ରକ୍ତ ଦେବା ଘଟଣାକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ।  ଦୁର୍ବ୍ୟବହାର ଅଭିଯୋଗରେ ଥାନାରେ ଏତଲା ଦେଇଥିଲେ ନର୍ସିଂ ଅଫିସର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା