ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ
by Argus News
Mon, Oct 14 | 2:14 p.m.

ଭୁବନେଶ୍ୱର: ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଅମର ଶତପଥୀ। ସେ ଆହୁରି ମଧ୍ୟ କହିଛନ୍ତି  ନିର୍ବାଚନ ପୂର୍ବରୁ ବିଜେପି ସହ ଅନ୍ୟ ଦଳ ବି ଯୋଗାଯୋଗ କରିଥିଲେ କିନ୍ତୁ ପ୍ରାର୍ଥୀ ହୋଇନି । କିନ୍ତୁ ପରବର୍ତ୍ତୀ ନିଷ୍ପତ୍ତି ବାବଦରେ ସମସ୍ତଙ୍କ ସହ ବିଚାର ବିମର୍ଶ କରି ନିଷ୍ପତ୍ତି ନେବି ।

ବର୍ତ୍ତମାନ ବିଜେଡିରେ ମୁଁ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ । ଦଳରେ ଯାହା ତ୍ରୁଟି ଥିଲା ଜଣାଇଥିଲି । ନିର୍ବାଚନ ପୂର୍ବରୁ ବିଜେଡିକୁ ଲୋକ ଚାହୁଁଥିଲେ କିନ୍ତୁ ଦଳର କିଛି କାର୍ଯ୍ୟକ୍ରମ ଗ୍ରହଣୀୟ ହେଲାନି । ଏହାକୁ ଗ୍ରହଣ ନକରି ରାଜନୈତିକ ବୟାନବାଜି କଲେ କିଛି ସମସ୍ୟା ନାହିଁ । ଦଳର ନେତା ନିଷ୍ପତ୍ତି ନେବେ କାହାର ଆବଶ୍ୟକ ଅଛି  କି ନାହିଁ । ଲୋକ ସାର୍ଟିଫିକେଟ ଦେବେ ବୋଲି କହିଛନ୍ତି ଅମର ଶତପଥୀ।

ଅଧିକ ପଢନ୍ତୁ ଓଡ଼ିଶା  ଖବର 
 

ମୋହନ ମାଝୀ
10m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
18m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
53m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ