ନରସିଂହପୁରରେ ଅବକାରୀ ବିଭାଗର ଚଢ଼ାଉ
by Argus News
Thu, Mar 28 | 1:39 p.m.

ଅର୍ଗସ ବ୍ୟୁରୋ: ଆଠଗଡ଼ ପରେ ନରସିଂହପୁର ଏବେ ହେଉଛି ଦେଶୀ ମଦ ଭାଟିର କୁଟୀର ଶିଳ୍ପ। ନରସିଂହପୁର ଚକ୍ରଗଡ ଗ୍ରାମରେ ନରସିଂହପୁର ଅବକାରୀ ବିଭାଗ ଚଢ଼ାଉ କରି ୫୬୦ ଲିଟର ଦେଶୀ ମଦ ସହିତ ୩୨୨୦ ଲିଟର ଦେଶୀ ମଦ ପୋଚ ଜବତ କରିଛି। 

ନଦୀ ନିକଟରେ ହଜାର ହଜାର ଲିଟର ମଦ ତିଆରି କରି ପ୍ରତ୍ୟେକ ଦିନ ଚାଲାଣ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଚଢ଼ାଉ ପରେ ଘଟଣା ସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଛନ୍ତି। ସମସ୍ତ ଜବତ ମଦ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗର ମୁଖ୍ୟ ବିଶ୍ବମ୍ବର ବିଶ୍ବାଳ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ପ୍ରଧାନମନ୍ତ୍ରୀ
11m ago
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
13m ago
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ
ଅଦ୍ରିଜା ସିଂହଦେଓ
26m ago
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟ