କଲେଜରେ ଅଘଟଣ, ଛାତ୍ରଙ୍କୁ ଚାରି ମହଲା ଉପରୁ ଠେଲି ଦେଲେ ସହପାଠୀ
by Argus News
Mon, Sep 30 | 9:27 a.m.

ଅର୍ଗସ ବ୍ୟୁରୋ:  ଭବାନୀପାଟଣା ବିନାୟକ କଲେଜରେ ଅଘଟଣ । ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ । ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିନାୟକ କଲେଜ ଯୁକ୍ତ ଦୁଇ କଳା ଛାତ୍ର ଅଙ୍କେଶ ବାଗଙ୍କୁ ସହପାଠୀ ଆକ୍ରମଣ କରୁଥିବା ଭିଡିଓ ଡିଲିଟ୍ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଅଙ୍କେଶଙ୍କ ପରିବାର ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଭାରତର ଶ୍ରେଷ୍ଠ
52m ago
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟ
ମିଥୁନ ଚକ୍ରବର୍ତ୍ତୀ
55m ago
ଦର୍ଶକ ହୃଦୟରେ ରାଜ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ, ମନେପଡେ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍
ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟ
ରାଜସ୍ବ ନିରୀକ୍ଷକ
ହାଟଡିହି ତହସିଲ ଡଅଁର ରାଜସ୍ବ ନିରୀକ୍ଷକଙ୍କ ମନମାନୀ
କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲ ଡଅଁର ରାଜସ୍ବ ନିରୀକ୍ଷକଙ୍କ ମନମାନୀ । କାର୍ଯ୍ୟାଳୟକୁ ମନଇଚ୍ଛା ଆସୁଛନ୍ତି, କାର୍ଯ୍ୟ ଦିବସରେ ନ ଆସି ରବିବାର ପରି ଛୁଟି ଦିନରେ ଆସୁଛନ୍ତ