ଇଟାଭାଟି ଉପରେ ତଦନ୍ତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ
by Argus News
Sat, Jul 13 | 12:22 p.m.

ଅର୍ଗସ ବ୍ୟୁରୋ:  ନୀଳଗିରିରେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଉପରେ ତଦନ୍ତ ଆରମ୍ଭ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କମିଶନ ଗଠନ କରାଯାଇ ଆରମ୍ଭ ହୋଇଛି ତଦନ୍ତ। ନୀଳଗିରି ତହସିଲଦାର, ଆଇଆଇସି ସହ ପୋଲିସ ଟିମ ଏହି ତଦନ୍ତ କରିଛନ୍ତି। କୁଳଡିହା ଅଭୟାରଣ୍ୟ ଇକୋସେନ୍ସିଟିଭ ଜୋନ ଅଧିନରେ ମୋଟ ୨୮ଟି ଇଟାଭାଟି ବେଆଇନ ବୋଲି ସୂଚନା ରହିଛି। ଗତବର୍ଷ ବେଆଇନ ଦର୍ଶାଇ ଦୁଇଟି ଇଟାଭାଟି ଭଙ୍ଗା ଯାଇଥିଲା। ଅଧିକାଂଶ ବେଆଇନ ଇଟାଭାଟି ବିଜେଡି ନେତାଙ୍କ ଛାତ୍ରଛାୟା ତଳେ ଚାଲିଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା