ଓଡ଼ିଶାରେ ପୁଣି ଜାପାନୀଜ୍ ଏନସେଫାଲାଇଟିସ ଆତଙ୍କ 
by Argus News
Fri, Jun 21 | 1:24 p.m.

ଭୁବନେଶ୍ୱର:  ଓଡ଼ିଶାରେ ପୁଣି ଜାପାନୀଜ୍ ଏନସେଫାଲାଇଟିସ ଆତଙ୍କ । ଅନୁଗୁଳରେ ଜାପାନୀଜ ଏନସେଫାଲାଇଟିସରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ଆକ୍ରାନ୍ତ ହୋଇଥିଲାବେଳେ ଜଣେ ଆଖି ବୁଜିଛନ୍ତି ଓ ଅନ୍ୟ ଜଣଙ୍କର ଚିକିତ୍ସା ଚାଲିଛି । ଏନେଇ ସୂଚନା ଦେଇଛନ୍ତି ସିଡିଏମଓ ।

କେଉଁ ପରିସ୍ଥିତିରେ ରୋଗ ବ୍ୟାପୁଛି କାରଣ ଖୋଜିବାକୁ ଜିଲ୍ଲା ଗସ୍ତରେ ଆସୁଛନ୍ତି ସ୍ବାସ୍ଥ୍ୟ ବିଭାଗର ଚାରି ଜଣିଆ ଟିମ୍ । ଜିଲ୍ଲାରେ ମ୍ୟାଲେରିଆଠୁ ଆରମ୍ଭ କରି ଜାପାନୀଜ ଏନସେଫାଲାଇଟିସ୍ ସମ୍ପର୍କରେ ତଥ୍ୟ ହାସଲ କରିବ ଟିମ୍ । ଏହାର ମୁକାବିଲା ନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବେ । ପୂର୍ବରୁ ମାଲକାନଗିରିରେ ଜାପାନିଜ୍ ଏନସେଫାଲାଇଟିସରେ ସଂକ୍ରମିତ ହୋଇ 103 ଶିଶୁଙ୍କ ଜୀବନ ଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6