ଭୋଟ୍ ଦେଉଛନ୍ତି କୋଟିଆବାସୀ 
by Argus News
Mon, May 13 | 1:36 p.m.

କୋରାପୁଟ: ଭୋଟ୍ ଦେଉଛନ୍ତି କୋଟିଆବାସୀ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉଭୟ ସ୍ଥାନରେ ଭୋଟ୍ ଦେଉଛନ୍ତି କୋଟିଆବାସୀ। କୋଟିଆ ସଦର ମହକୁମାରେ ଆଦର୍ଶ ବୁଥ କେନ୍ଦ୍ର ଓଡ଼ିଶା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି। ତେବେ କୋଟିଆବାସୀ କିନ୍ତୁ ପ୍ରଥମେ ଆନ୍ଧ୍ର ନେରିଡି ୱାଲ୍ସାରେ ମତଦାନ ସାବ୍ୟସ୍ତ କରିଛନ୍ତି।

ଏହା ପରେ ଅପରାହ୍ନରେ କୋଟିଆବାସୀ ଓଡିଶା ସରକାରଙ୍କୁ ଭୋଟ୍ ଦେବେ। କୋରାପୁଟ ଜିଲ୍ଲା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ କୋଟିଆ ପୁଞ୍ଜରେ ଓଡ଼ିଶା ପକ୍ଷରୁ 9ଟି ବୁଥ କେନ୍ଦ୍ର ଖୋଲାଯାଇଛି। କୋଟିୟା ପଞ୍ଚାୟତରେ 5502 ଭୋଟର ଅଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଚାରିଦ୍ଵାର ଖୋଲିବା
18m ago
'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା'
ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପରେ ପରିଲକ୍ଷିତ ହୋଇଥିବା ଭିଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା । ମାତ୍ର କୌଣସ
ହାତୀ
39m ago
କିମ୍ଭିରୀ ନାଳରେ ଫସିଛନ୍ତି ହାତୀ
ଅର୍ଗସ ବ୍ୟୁରୋ: ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ୨ ଦନ୍ତା ଓ ମାଇ ହାତୀ ନାଳରେ ଅଟକି ରହିଛନ୍ତି।ବନବିଭାଗ ଖବର ପାଇବା ପରେ । ବନ ବିଭାଗ, ଦମକଳ, ପୋଲିସ
ELEPHANT
52m ago
୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ମା ଓ ଛୁଆ ହାତୀ
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ଉଗୀ ପଞ୍ଚାୟତ ଲେମ୍ବୁତଇଲା ନିକଟରୁ ଏକ ପରିତକ୍ତ କୂଅ ରୁ ଉଦ୍ଧାର ହେଲେ ମା ଓ ଛୁଆ ହାତୀ । ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ