ମହୁଲି ମଦ ଜବତ ଏ ବଂ ୩ ଜଣ ଗିରଫ 
by Argus News
Tue, Jul 16 | 12:07 p.m.

 କେନ୍ଦୁଝର: ଅବକାରୀ ବିଭାଗ ଚଢାଉ ସମୟରେ ମହୁଲି ମଦ ଜବତ  ଏବଂ  ୩ ଜଣ ଗିରଫ l ଆନନ୍ଦପୁର ଅବକାରୀ ବିଭାଗ ତରଫରୁ ଆଜି ରାମଚନ୍ଦ୍ରପୁର  ଥାନା ଗଁପୁର ଠାରେ ଚଢାଉ କରାଯାଇ ୨୭ ଲିଟର ମହୁଲି ମଦ ଜବଦ ହେବାସହ ଚୋରାମଦ କାରବାର ରେ ଲିପ୍ତ ଥିବା ୩ଜଣଙ୍କୁ ଗିରଫ କରାଯାଇଛି l

ଗିରଫ ୩ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି l ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଂ ସମୟରେ ମଦ କାରବାର ସମ୍ପର୍କରେ ଖବରପାଇ ଏହି ଚଢାଉ ହୋଇଥିବା କହିଛନ୍ତି ଅବକାରୀ ଥାନା ଅଧିକାରୀ l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା