ଦେଶୀ ମଦ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ
by Argus News
Sun, Feb 18 | 7:30 a.m.

ଅର୍ଗସ ବ୍ୟୁରୋ:  ବିପୁଳ ପରିମାଣର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର ଉପରେ ରେଡ୍ କରିଛି ଅବକାରୀ ବିଭାଗ। ଜଂକିଆ ଥାନା ଅଂଚଳର ବିଭିନ୍ନ ଯାଗାରେ ଚୋରାରେ ଦେଶୀ ବିଦେଶୀ ମଦ କାରବାର ବେଧଡକ ଭାବରେ ଚାଲିଛି।ଚୋରା ମଦ କାରବାରକୁ ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ଓ ଜଂକିଆ ରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିବା ସହିତ ୨ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଦୁଇ ବେପାରୀ ହେଲେ ଜଂକିଆ ର ମନୋରଞ୍ଜନ ଲେଙ୍କା ଓ ଗୋଳବାଇର ବାବୁଲି ବେହେରା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

CASH SEIZED
1m ago
ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢାଉ, ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା
ଅର୍ଗସ ବ୍ୟୁରୋ : ନିର୍ବାଚନ ବେଳେ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଚଢଉ ବେଳେ ୮ କୋଟି ଟଙ୍କା ମିଳିଛି । ଟଙ୍କା ଗୁଡିକ ପାଇପ୍ ବୋଝେଇ ଗାଡିରେ ହାଇଦ୍ରବାଦରୁ ଗୁଣ୍ଟୁର ନିଆଯାଉଥିଲା ।
ବାସୁଦେବପୁର
37m ago
ସକାଳ 8ଟା ସୁଦ୍ଧା ସବୁ ସରକାରୀ ଅଫିସରେ ଝୁଲୁଛି ତାଲା
ଭଦ୍ରକ: ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ ବିଭାଗ
INTELLIGENT CHILD
55m ago
ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍
ଅର୍ଗସ ବ୍ୟୁରୋ: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତ