ବିଧାୟକ ହେଉ ହେଉ ଆକ୍ସନମୋଡରେ ବିଧାୟକ ଅମରେନ୍ଦ୍ର ଦାସ 
by Argus News
Fri, Jun 14 | 2:05 p.m.

ଜଗତସିଂହପୁର : ଡାକ୍ତରଙ୍କୁ ତାଗିଦ କଲେ ଜଗତସିଂହପୁର ଵିଧାୟକ। ରାଜ୍ୟରୁ ହଟିଛି ବାବୁରାଜ ଶାସନ । ବିଧାୟକ ହେଉହେଉ  ଆକ୍ସନମୋଡରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଆଜି ସକାଳୁ ହାଠାତ୍ ପହଞ୍ଚି ଥିଲେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ । ଏଠି ଚାଲିଥିବା ରୋଗୀ ଵ୍ୟଵସ୍ଥାକୁ ନେଇ ତାଜୁବ ହୋଇଯାଇଥିଲେ ଵିଧାୟକ । ଆଉ ଅଧିକାରୀଙ୍କୁ ରୋକଠୋକ ଭାବେ ଶୁଣାଇଦେଇଥିଲେ ରୋଗୀଙ୍କ ପ୍ରତି ଅବହେଳା ଆଉ ଚଳିଵ ନାହିଁ ।

ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି କେମିତି ଗରିବ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ପାଉଛନ୍ତି ନା ନାହିଁ ତାଙ୍କ ଠାରୁ ପଚାଲି ଵୁଝିଥିଲେ । ବିଧାୟକଙ୍କୁ ହଠାତ ଦେଖି କିଛି ସମୟ ପାଇଁ ହଡବଡେଇ ଯାଇଥିଲେ ଅଧିକାରୀ । ଏହା ପୂର୍ବରୁ ରାଜ୍ୟସରକାର ଡିଣ୍ଡିମ ପିଟୁଥିଲେ ଯେ ୫ ଟି ରେ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ମିଳୁଛି । କିନ୍ତୁ ବାସ୍ତବିତ ଠାରୁ ଵହୁ ଦୂରରେ । ଵିଜେପି ସରକାର ଶପଥ ନେଉନେଉ ଏଵେ ଆକ୍ସସନ ମୋଡରେ ଆସିଛନ୍ତି ଵିଧାୟକମାନେ । ରାଜ୍ୟରେ ଚାଲିଥିବା ଅନ୍ଧାରିଶାସନ ଉପରୁ ଆସ୍ତେଆସ୍ତେ ପରଦା ଉଠୁଛି ।        

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା