ବିଧାୟକଙ୍କ ଶପଥ ପାଠ
by Argus News
Tue, Jun 18 | 10:51 a.m.

ଅର୍ଗସ ବ୍ୟୁରୋ:  ଶପଥ ନେଉଛନ୍ତି ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ଆଜି ଓ କାଲି ଦୁଇ ଦିନ ଧରି ଶପଥ ନେବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନବ ନିର୍ବାଚିତ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ବିଧାନସଭା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାଇକେଲରେ ବିଧାନସଭାକୁ ଆସିଛନ୍ତି । ୨୦ ତାରିଖରେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଚୟନ ଲାଗି ନିର୍ବାଚନ କରାଯିବ । ନିର୍ବାଚନ ପରେ ସପ୍ତଦଶ ବିଧାନସଭା ପାଇବ ନୂଆ ବାଚସ୍ପତି।

ଅଧିକ ପଢ଼ନ୍ତୁୁ ଓଡିଶା ଖବର:

MLA
18m ago
ବଲେବଲେ ଢାବା ଓ ଧର୍ମଶାଳା ଭବନରେ ରଙ୍ଗୀନ ହେଉଥିଲା ରାତି !
ବଲେବଲେ ଢାବା ଓ ଧର୍ମଶାଳା ଭବନରେ ରଙ୍ଗୀନ ହେଉଥିଲା ରାତି ! ରାତିରେ ରଙ୍ଗୀନ ହେଉଥିଲେ ରାଜନେତା, ଖଣି ମାଫିଆ, ସେଲିବ୍ରେଟି ! ପୁଣି ବିବାଦରେ ଧର୍ମଶାଳାର ପୂର୍ବତନ ବିଧାୟ
ବିଶ୍ବ ଚାମ୍ପିଅନ୍
40m ago
୧୩ ବର୍ଷ ପରେ ଟିମ୍ ଇଣ୍ଡିଆ ପାଖରେ ପୁଣି ବିଶ୍ବ ଚାମ୍ପିଅନ୍ ହେବାର ସୁଯୋଗ
ଅର୍ଗସ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ଫାଇନାଲ୍ । ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ୍ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଲଢ଼େଇ । ୱେଷ୍ଟଇଣ୍ଡିଜ୍‌
ଟେଷ୍ଟ କ୍ରିକେଟରେ
ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପର ଫାଇନାଲ ଖେଳାଯିବ । ହେଲେ ତା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି ଭାରତୀ