ଖୋଲିବ ରତ୍ନଭଣ୍ଡାର: ଆଇନ ମନ୍ତ୍ରୀ
by Argus News
Sat, Jun 22 | 9:36 p.m.

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର । ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ କହିଲେ ଆଇନ ମନ୍ତ୍ରୀ। ପ୍ରାରମ୍ଭିକ ଆଲୋଚନା ସରିଛି । କେବେ ଖୋଲିବ ସୂଚନା ଦିଆଯିବ ବୋଲି କହିଲେ ଆଇନ ମନ୍ତ୍ରୀ। ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା । ଚଳିତ ଥର ମଧ୍ୟ ଲମ୍ୱା ସମୟ ଲାଗିବ। ରତ୍ନଭଣ୍ଡାର ସମ୍ପର୍କରେ ଶୀଘ୍ର ନଷ୍ପତ୍ତି ନେବେ ସରକାର । ରତ୍ନଭଣ୍ଡାର କାମ ଦୁନେ କି ଦୁଇ ଦିନେ ନୁହେଁ । ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଯେଉଁ ଅପେକ୍ଷା କରିଥିଲେ ଓଡିଶାବାସୀ। ତାହା ସାମ୍ନାକୁ ଆସିବ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ଯକୃତ
now
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ
JAJPUR
2m ago
ଯାଜପୁରରେ ବିକାଶ ନାଁରେ କୋଟି କୋଟି ଦୁର୍ନୀତି ! ୫ ବର୍ଷରେ ୧୦୦ କୋଟି ଖର୍ଚ୍ଚ, ଫଳ ଶୂନ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ଗତ ୫ ବର୍ଷରେ ଜିଲ୍ଲାରେ ବିକାଶ ନାଁରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ କରିଥିଲା ବିଜେଡି । ହେଲେ ବିକାଶ କଣ ହେବ ବରଂ ଠିକାଦାର ଓ ନେତା ଉଭୟ
ଡାଲଚିନି ପାଣି
30m ago
ମେଦବହୁଳତାରୁ ମୁକ୍ତି ଦେବ ଡାଲଚିନି ପାଣି
ଅର୍ଗସ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଜନା ଅନୁସରଣ କରି ଲୋକମାନେ ପ୍ରାୟତଃ ମୋଟାପଣର ଶିକାର ହୁଅନ୍ତି । ଯଦି ମେଦବହୁଳତାର ସମସ୍ୟା ଠିକ୍ ସମୟରେ ସମାଧାନ ନହୁଏ ତେବ