ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ
by Argus News
Mon, Mar 25 | 10:42 a.m.

ଅର୍ଗସ ବ୍ୟୁରୋ:  ପୁରୀ ବ୍ରହ୍ମଗିରିରେ ବିଜେଡି ନେତା ଉମା ସାମନ୍ତରାୟଙ୍କୁ ବିରୋଧ । ବିରୋଧର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ଉମାକାନ୍ତ ସାମନ୍ତରାୟ ଗିରଳ ଛକରୁ ଅଲାରନାଥ ଦେଇ ସାତପଡାରେ ପହଁଞ୍ଚିଥିଲେ । ସାଙ୍ଗରେ କିଛି ବିଜେଡି ସମର୍ଥକ ବାଇକ୍ ରାଲି କରିଥିଲେ । ହେଲେ ରାଲିରେ ସଞ୍ଜୟ ଦାସବର୍ମାଙ୍କ ଅନୁପସ୍ଥିତିକୁ ପାଇଁ କିଛି ଲୋକ ଏହାକୁ ବିରୋଧ କରିଥିବା ଭିଡିଓ ଭାଇଲାର ହୋଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ATTACK
7m ago
ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନିର୍ବାଚୀନ ସଭା ପରେ ଅଘଟଣ । ସଭାପରେ ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ । ବୁଧବାର ଥିଲା ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭା। ସ୍ଵତନ୍ତ୍
ବଜ୍ରପାତରେ
17m ago
ବଜ୍ରପାତରେ ଜଣେ ମୃତ
ଅର୍ଗସ ବ୍ୟୁରୋ: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ଗ୍ରାମରେ। ମୃତକ ହେଲ
MIGRANT DEATH CASE
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ