ଓଲଟିଲା ପରିବା ବୋଝେଇ ପିକଅପ ଗାଡି:  ଜଣେ ଗୁରୁତର, ୫ ଆହତ 
by Argus News
Wed, Jul 17 | 10:37 a.m.

ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ନଷ୍ଟ ହେଲା ପରିବା । କଣ୍ଟାବାଞ୍ଜି ରୁ ସିନ୍ଧେକେଲା ବଜାର ପରିବା ବିକ୍ରି କରିବାକୁ ଯାଉଥିଲା।  ଧାମନଡଙ୍ଗା ଗାଁ ଠାରେ ଭାରସାମ୍ୟ ହରାଇ ଓଲଟି ଯାଉଥିଲା । ଜଣେ ପରିବା ବ୍ୟବସାୟୀ ଗୁରୁତର ହେବା ସହ ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ,ଆଜି ସକାଳୁ ଏକ।ପିକ ଅପ ଗାଡି କଣ୍ଟାବାଞ୍ଜି ରୁ ସିନ୍ଧେକେଲା ବଜାର ପରିବା ବିକ୍ରି କରିବାକୁ ଯାଉଥିଲା । ଧାମନଡ଼ଙ୍ଗା ଗାଁ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପିକ ଅପ ଗାଡି । ଫଳରେ ଗାଡି ଟି ରାସ୍ତା ପାର୍ଶ୍ଵ ରେ ଥିବା ଏକ ଚାଷ ଜମି ଭିତର କୁ ପଶିଯାଇଛି ।

ଏଥିରେ କଣ୍ଟାବାଞ୍ଜି ସତନାମୀ ପଡା ର ଜଣେ ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।  ସ୍ଥାନୀୟ ଲୋକେ ଗୁରୁତର ଓ ଆହତ ଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡ଼ାକ୍ତର ଖାନା ରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା