ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା
by Argus News
Sat, Oct 26 | 6:00 p.m.

କଟକ:  ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା। ନଭେମ୍ବର 15 ରୁ 22 ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ। ବାତ୍ୟା ପାଇଁ ବନ୍ଦ ରହିଥିବା ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଯଦି ବାଲିଯାତ୍ରା ସମୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳେ ତେବେ ସେନେଇ ବ୍ୟବସାୟୀଙ୍କୁ ଅବଗତ କରାଯିବ। ତେବେ ବାଲିଯାତ୍ରାକୁ  କିପରି ସରସ ସୁନ୍ଦର କରାଯିବ ସେନେଇ ସମସ୍ତ ଯୋଜନା ଏକ ପ୍ରକାର ଶେଷ ହୋଇଛି । 


ନଭେମ୍ବର 10 ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଆଜି ଓ ଆସନ୍ତାକାଲି ଖୋଲା ରହିବ ବାଲିଯାତ୍ରା ପ୍ଲଟ ପଞ୍ଜିକରଣ । ସୂଚନା ଯୋଗ୍ୟ ଶୁକ୍ରବାର ସୁଦ୍ଧା ବାଲିଯାତ୍ରାରେ ମୋଟ ୧୧୮୦ ପ୍ଲଟ ମଧ୍ୟରୁ ଆଜି ସୁଦ୍ଧା ୯୦୮ ପ୍ଲଟ ପଞ୍ଜିକରଣ କରାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

CHOLESTEROL
now
ହଠାତ୍ ଓଜନ ବୃଦ୍ଧି କୋଲେଷ୍ଟ୍ରଲ୍ର ସଂଙ୍କେତ
ଅର୍ଗସ ବ୍ୟୁରୋ: ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ କୋଲେଷ୍ଟ୍ରଲ ସ୍ତରକ
SPEED 10
29m ago
Speed 10 : ସ୍କ୍ରୋଲ କରନ୍ତୁ, ପୁରା ଦିନର ଅପଡେଟ୍‌ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବନବିଭାଗ ପକ୍ଷରୁ ବିଛା ଯାଇଛି ଜନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ହାରିଲା ଭାରତ । ୧୧୩ ରନ୍‌ର
CYCLONE DANA
32m ago
ଓଡ଼ିଶାକୁ ରକ୍ଷା କରିଦେଲା ହେନ୍ତାଳ ବଣ !
ବାତ୍ୟା ଦାନାକୁ ନେଇ ସପ୍ତାହେ ହେଲାଣି ଓଡ଼ିଶାରେ ଲାଗିରହିଥିଲା ଭୟ । ଖାସ କରି ଉପକୂଳ ଓଡ଼ିଶା ଓ ସମୁଦ୍ର ଉପକୂଳିଆ ଗାଁ ଲୋକେ ଡରି ଛାନିଆ ହୋଇଥିଲେ । ବାତ୍ୟା କେଉଁଠି ପହଞ୍ଚିଲା ? କେତେବେଳ