ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
by Argus News
Tue, Jul 02 | 11:15 a.m.

ଅର୍ଗସ ବ୍ୟୁରୋ: ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଅଭିଭାଷଣ ରଖିବେ ମୋଦି । ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ରଖିପାରନ୍ତି । 

ଗତକାଲି ଲୋକସଭାରେ ହିନ୍ଦୁଙ୍କୁ ହିଂସ୍ର ବୋଲି କହିଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଥିବବେଳେ ଆପତ୍ତି ଉଠାଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ହେବ କି ବୁମେରାଂ । ରାହୁଲ କ୍ଷମା ମାଗିବାକୁ ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଆହୁରି ପଢନ୍ତୁ ଭାରତ ଖବର...

ତୃତୀୟ ମହଲା
17m ago
ଆଜିଠୁ ତୃତୀୟ ମହଲା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ
ଭୁବନେଶ୍ୱର: ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା । ଆଜି ଲୋକସେବା ଭବନକୁ ପ୍ରଣାମ ସହ ପୂଜାର୍ଚ୍ଚନା କରି ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ର
AC
18m ago
AC ପାଣିକୁ  ଫିଙ୍ଗି ଦେଉଛନ୍ତି କି ?
ନୂଆଦିଲ୍ଲୀ: ପ୍ରାୟତଃ ଏବେ ସମସ୍ତଙ୍କ ଘରେ ଏସି। ବାହାରର ତାପମାତ୍ରାରେ ସିଜି ସିଜି ଗଲା ପରେ ଘରେ କି ଅଫିସ୍‌ରେ ଟିକେ ଏସିରେ ବସିଗଲେ ଓଃ କି ଶାନ୍ତି
ଦାମୀ ଆମ୍ବ
32m ago
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌
ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣ