ସୋସିଆଲ ମିଡିଆରୁ ଦୂରେଇ ରହିବାର କାରଣ କହିଲେ ରାଣୀ
by Argus News
Thu, Mar 07 | 7:11 p.m.

ଅର୍ଗସ ବ୍ୟୁରୋ: ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ରାନୀ ମୁଖାର୍ଜୀଙ୍କର ଅନେକ ଫ୍ୟାନ୍ସ୍ ଅଛନ୍ତି । ଦର୍ଶକମାନେ ଏବେ ମଧ୍ୟ ରାନୀଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି । ସୋସିଆଲ ମିଡିଆରୁ ଖୁବ ଦୂରରେ ରୁହନ୍ତି ରାଣୀ ମୂଖାର୍ଜୀ ।  ଆପଣମାନେ ଜାଣିଛନ୍ତି ରାନୀ ମୁଖାର୍ଜୀ ସୋସିଆଲ ମିଡିଆ ଠାରୁ ଦୂରରେ ରୁହନ୍ତି କିନ୍ତୁ କାହିଁକି ଜାଣିଛନ୍ତି କି । 

ଏକ କାର୍ଯ୍ୟକ୍ରମରେ ରାନୀ କହିଥିଲେ ତାଙ୍କ ସୋସିଆଲ ମିଡିଆରୁ ଦୂରରେ ରହିଵାର କାରଣ  । ସେ କହଛନ୍ତି -ତାଙ୍କର ଫ୍ୟାନ୍ସ୍ ମାନେ ତାଙ୍କୁ ଵହୁତ୍ ଭଲ ପାଆନ୍ତି ଆଉ ପ୍ରୋତ୍ସାହିତ ମଧ୍ୟ କରନ୍ତି । ମୁଁ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରେ । ମୁଁ ଭାଵେ କି ଆମେ ଯେତେ ଜିନିଷ ଵ୍ୟଵହାର କରିଵା ଆମକୁ ସେତେ ଅଧିକ ସମୟ ଦେଵାକୁ ପଡିଵ । ମୁଁ ଏପରି କାର୍ଯ୍ୟ କରିବାକୁ ପସନ୍ଦ କରେ ଯେଉଁଥିରେ ମୁଁ ମୋର ଶତ ପ୍ରତିଶତ ଦେଇପାରିଵି ।

ଵୋଧ ହୁଏ ମୁଁ ମୋର ଶତ ପ୍ରତିଶତ ସୋସିଆଲ ମିଡିଆକୁ ଦେଇ ପାରିବି ନାହିଁ । ସେଥିପାଇଁ ମୁଁ ସୋସିଆଲ ମିଡିଆରେ ଏତେ ଆକ୍ଟିଭ୍ ରୁହେନି ବୋଲି କହିଛନ୍ତି ରାଣୀ ମୁଖାର୍ଜୀ । ଏହାପରେ ସେ ଆହୁରି ମଧ୍ୟ କହିଛନ୍ତି ଲୋକମାନେ ତଥାପି ମତେ ଜାଣନ୍ତି ଏବଂ ଚିହ୍ନନ୍ତି । ମୁଁ ସବୁବେଳେ ଜଣେ ଅଭିନେତ୍ରୀ ଭାବରେ ରହିଵାକୁ ପସନ୍ଦ କରେ । 

ଆହୁରି ପଢନ୍ତୁ ମନୋରଞ୍ଜନ ଖବର...


 

ଅକ୍ଷିମୁଠି ଅନୁକୂଳ
12m ago
ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଅକ୍ଷୟ ତୃତୀୟାରେ ସମ୍ବଲପୁର ସାପଲହରା ଗାଁରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ସାପଲହର
TCS CEO
34m ago
TCS CEO କ୍ରିତିଭାସନଙ୍କ ଦରମା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ
ଅର୍ଗସ ବ୍ୟୁରୋ: ଏବେ ଜଣେ ଅଧିକାରୀଙ୍କ ନାଁ ଚର୍ଚ୍ଚା ହେଉଛି। ଯାହାଙ୍କ ଦରମା କଥା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଗୋଟିଏ ବର୍ଷ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ବେତନ ପାଇଛନ୍ତି। ସ
HEALTH
46m ago
ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ
ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି କମ୍ ଟଙ୍କାରେ କିଛି ଭଲ ଖାଇବାକୁ ମିଳୁ । ବାହାରେ ଖାଉଥିବା ଲୋକ ମାନେ ସବୁ ବେଳେ ଭଲଖାଇବା ଦରକାର। ତେବେ ଆସନ୍ତୁ ଜାଣିବା ସବୁଠାରୁ ସସ୍ତ