ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା
by Argus News
Sun, Jun 30 | 5:59 p.m.

ଅର୍ଗସ ବ୍ୟୁରୋ: ରୋହିତ ଓ କୋହଲିଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଟି-୨୦ରୁ ଅବସର ନେଇ ଜାଡେଜା ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଟି-୨୦ ଫର୍ମାଟରେ ଜାଡେଜା ୨୦୦୯ରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ରେ କ୍ୟାରିୟର ଆରମ୍ଭ କରିଥିଲେ ଜାଡେଜା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଫାଇନାଲ ମ୍ୟାଚ୍ ଖେଳିବା ସହ ନିଜର ଅନ୍ତର୍ଜାତୀୟ ଟି-୨୦ ଅଭିଯାନ ଶେଷ କରିଛନ୍ତି ଜାଡେଜା। ଫାଇନାଲରେ ଜାଡେଜା ୨ ରନ୍ କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ରନ୍ ବ୍ୟୟ କରିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ପ୍ରଧାନମନ୍ତ୍ରୀ ମୋଦି
16m ago
ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, "ରାଷ୍ଟ୍ରପତି ଆ
କୋହଲି
54m ago
ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋହଲି
ଅର୍ଗସ ବ୍ୟୁରୋ : ପ୍ରିୟ ନରେନ୍ଦ୍ର ମୋଦି ସାର୍‌, ମୋତେ ସର୍ବଦା ସମର୍ଥନ କରି ଉତ୍ସାହିତ କରିଥିବାରୁ ଧନ୍ୟବାଦ। ଟି-୨୦ ବିଶ୍ୱକପ ଘରକୁ ଆଣିଥିବା ଏହି ଭାରତୀୟ ଦଳର ଅଂଶ ହେବା ଗୌରବ
ଶ୍ରଦ୍ଧାଳୁ
ଜଗା ଦର୍ଶନ ପାଇଁ ୨୫୦ କିଲୋମିଟର ଚାଲିଲେ ଶ୍ରଦ୍ଧାଳୁ
ଆଳି : ପାଖେଇ ଆସୁଛି ରଥଯାତ୍ରା l ରଥଯାତ୍ରା ପାଇଁ ପୁରୀକୁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ କିଛି ଶ୍ରଦ୍ଧାଳୁ ଖାଲ