ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରୁ ହଟିଲା କଟକଣା 
by Argus News
Thu, Jul 11 | 7:46 a.m.

ସମ୍ବଲପୁର: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରୁ ହଟିଲା କଟକଣା ।  କଟକଣା ପ୍ରତ୍ୟାହାର କଲେ ସମ୍ବଲପୁର ଜିଲ୍ଲାପାଳ । ବର୍ଷେ ପାଇଁ ଧାର୍ମିକ ଶୋଭାଯାତ୍ରାରେ ଲାଗିଥିଲା କଟକଣା ।

ମହରମ ପର୍ବ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବସିଥିଲା ସମନ୍ବୟ ବୈଠକ । ମହରମ ପର୍ବରେ ଶୋଭାଯାତ୍ରା ପାଇଁ ଦିଆଗଲା ଅନୁମତି । ଗତବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ହୋଇଥିଲା । ହିଂସାରେ ପୋଡାଜଳା ସହ ହତ୍ୟାକାଣ୍ତ ଘଟିଥିଲା । ଏହାକୁ ନଜରରେ ରଖି ଜିଲ୍ଲା ପ୍ରସାଶନ ଗୋଟିଏ ବର୍ଷ ପାଇ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା।

ଅଧିକ ପଢନ୍ତୁ ଓଡିଶା ଖବରା

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା