ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ
by Argus News
Thu, Jul 11 | 10:41 a.m.

ଖୋର୍ଦ୍ଧା:  ନିଖୋଜ ଯୁବକକୁ ପାଣିରେ ଖୋଜୁଛି ରୋବର୍ଟ। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବଡ ସାଉଁଳି କଳିଙ୍ଗ ପାହଡ ଅଞ୍ଚଳର ଘଟଣା।  ୩ଜଣ  ଯୁବକ ଓ ଜଣେ ଯୁବତୀ ସାଗଂ ହୋଇ ପାହାଡ ବୁଲିବାକୁ ଆସିଥିବାବେଳେ ରିଲ୍ସ କରୁ କରୁ ଖଣିରେ ଜଣେ ଯୁବକ ଖସି ପଡିଥିଲେ। ତେବେ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ବୁଡି ଯାଇଥିଲେ।

ତେବେ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଯୁବକ 3ଦିନ ହେବ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ  ନିୟୋଜିତ ଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ନୌସେନା ଟିମ ବିଫଳ ହେବାପରେ ଆଜି ଏନଡିଆରଏଫ ଓ ରୋବର୍ଟ ପାଣିରେ ନିଖୋଜ ଯୁବକକୁ ଖୋଜୁଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା