ହଟିଲା କଟକଣା, ଆଜିଠୁ ପୁଣି ରିତିମତ ଚାଲିବ ମାଛଧରା
by Argus News
Sat, Jun 15 | 10:04 a.m.

ଅର୍ଗସ ବ୍ୟୁରୋ:  ପାରାଦୀପ ମାଛଧରା ବନ୍ଦରରୁ ହଟିଲା କଟକଣା। ଆଜିଠୁ ପୁଣି ରିତିମତ ମାଛଧରା ଚାଲିବ। ଗତ ଦୁଇ ମାସ ଧରି କଟକଣା ଲାଗି ରହିଥିଲା। ଯାହା ଦ୍ୱାରା ମାଛ ଧରା ବନ୍ଦ ଥିଲା। ତେବେ ଏବେ ମାଛଧରା ପୁଣି ଆରମ୍ଭ ହେବାକୁ ଯାଉଛି। ଆଜିଠୁ ପୁଣି  ମାଛ ଧରିବେ ମତ୍ସ୍ୟଜୀବୀ। ସେପଟେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମତ୍ସ୍ୟଜୀବୀ। ବନ୍ଦ ସମୟରେ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ମିଳି ନାହିଁ।

ଏହାସହ ଦୀର୍ଘ ଦିନ ହେବ ମୁହାଁଣ ମୁହଁ ଖୋଳା ନହେବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ମତ୍ସ୍ୟ ଉତ୍ପାଦକ ସଂଘର ଦୀର୍ଘ ଦିନର ଡିଜେଲ୍ ସବ୍ ସିଡି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ । ସେପଟେ ଚଳିତ ସିଜନ୍ ରେ ଭଲ ମାଛ ସହ ଦୁଇ ପଇସା ରୋଜଗାର ହେବ ବୋଲି ବୋଟ୍ ମାଲିକ ଓ କର୍ମଚାରୀ ମାନେ ଆଶା ବାନ୍ଧିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା