ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ
by Argus News
Mon, Dec 25 | 5:28 p.m.

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି । 5ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ବାଟାଲିୟନରେ ରହିବେ 1190 ସୁରକ୍ଷାକର୍ମୀ । ଏହି ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ଉପରେ କାମ କରିବ । ଏହି ବାଟାଲିୟନ ପୁରୀ ପୁଲିସ ଏସପିଙ୍କ ଅଧିନରେ କାମ କରିବ ।  

ବଡ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ

ଦିନକୁ ଦିନ ପୁରୀରେ ଅସମ୍ଭାଳ ଭିଡ ହେଉଛି । ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ପରେ ମହାପ୍ରଭୁଙ୍କ ଦର୍ଶନ ମିଳୁଛି । ଛୁଆଠୁ ଆରମ୍ଭ କରି ବୟସ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏହି ନିଷ୍ପତ୍ତି ନିଆଯାଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...

ଜାହାଜ କାରଖାନା
1m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫
ଶତରୂପା ସାମନ୍ତରାୟ
15m ago
ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଶତରୂପା ସାମନ୍ତରାୟ
ଭୁବନେଶ୍ୱର: ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଅର୍ଗସର special correspondence ଶତରୂପା ସାମନ୍ତରାୟ । ଦିଲ୍ଲୀର ଏକ ହୋଟେଲରେ ଚଳିତବର୍ଷ ଏହ
ଭରତପୁର ଥାନା
25m ago
ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ହେଲା ରିକ୍ରିଏସନ୍
ଭୁବନେଶ୍ୱର: ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ଆଜି ମାମଲାର ତଦନ୍ତ ପାଇଁ ଭରତପୁର ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍