ପୋଲିସକୁ ଦେଖି କଟା ଗୋ ମାଂସ ଛାଡି ଦୌଡ଼ି ପକାଇଲେ ଦୁର୍ବୃତ୍ତ
by Argus News
Thu, Jul 11 | 9:14 a.m.

ସୁବର୍ଣ୍ଣପୁର: ପୋଲିସକୁ ଦେଖି କଟା ଗୋ ମାଂସ ଛାଡି ଦୌଡ଼ି ପକାଇଲେ ଦୁର୍ବୃତ୍ତ। ଏଭଳି ଏକ ସମ୍ବେଦଂଶୀଳ ଘଟଣା ଦେଖିବାକୁ ମିଲିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ | ସସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ ରାମପୁର ଠାରେ  ଏକ ଘଞ୍ଚ ବୁଦା ଆଢୁଆଲରେ ଏକ ଗୋରୁକୁ ହତ୍ୟା କରାଯିବା ପରେ ଗୋରୁ ମାଂସ କଟାଯାଉଥିବା ଖବର କୌଣସି ସୂତ୍ରରୁ ପାଇ ରାମପୁର ଆଇଆଇସି ପଦ୍ମାସିନୀ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଜେଡି ପଧାନ ଏବଂ କନେଷ୍ଟବଳ ନାରାୟଣ ରଣବିଡା ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ତେବେ ପୋଲିସ କୁ ଦେଖି କଟା ଗୋରୁ ମାଂସ ଛାଡି ଅତର୍କିତ ଭାବେ ଦୁର୍ବୃତ୍ତ ଦୌଡ଼ି ପଳାଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ରାମପୁର ପୋଲିସ ଛଅଟି ସାଇକଲ ଏବଂ ଗୋଟିଏ ବାଇକ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଆଇଆଇସି ପଦ୍ମାସିନୀ ମେହେର ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା