ଗୋରୁ ମାଫିଆଙ୍କ ଆତଙ୍କ ରାଜ
by Argus News
Sat, Jul 20 | 10:59 a.m.

ଅର୍ଗସ ବ୍ୟୁରୋ:  ଢେଙ୍କାନାଳ ହିନ୍ଦୋଳରେ ଗୋରୁ ମାଫିଆଙ୍କ ଆତଙ୍କ ରାଜ। ଚୋରା ଗୋରୁ ଚାଲାଣ ରୋକିବାକୁ ଉଦ୍ୟମ କରୁଥିବା ବେଳେ ବଜରଙ୍ଗ ଦଳ ସଦସ୍ୟଙ୍କୁ ଗୁଳିମାଡ଼ । ଆଖିବୁଜା ଗୁଳି ଚାଳନା କରି ଫେରାର ହେଲେ ମାଫିଆ । କିଛି ଗୋରୁ ମାଫିଆ ନରସିଂପୁର ପଟରୁ ଗାଡ଼ିରେ ଗୋରୁ ନେଇ ଆସୁଥିଲେ। ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଅଟକାଇବାକୁ ଚେଷ୍ଟା କରିଥିଲେ।

ମାତ୍ର ମାଫିଆମାନେ ସେମାନଙ୍କ ଉପରକୁ 10 ରାଉଣ୍ଡ ଗୁଳି ଚଳାଇଥିଲେ । ଏହା ସହ ସେଠାରେ ଥିବା ବଜରଙ୍ଗ କ୍ଲବ ସଦସ୍ୟଙ୍କ 5ଟି ବାଇକ ମାଫିଆମାନେ ନେଇଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତା ମାଫିଆଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ବଜରଙ୍ଗ ଦଳର ସଦସ୍ୟ ହିନ୍ଦୋଳ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା