ପଞ୍ଚୁକ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା
by Argus News
Tue, Nov 12 | 9:28 p.m.

ପୁରୀ: ପଞ୍ଚୁକ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା। ପଞ୍ଚୁକ ନୀତିକୁ ଆହୁରି ତ୍ଵରିତ କରାଯିବ। ପଞ୍ଚୁକର ଆଜି ପ୍ରଥମ ଦିନରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଛନ୍ତି। ନୀତି ଶୃଙ୍ଖଳିତ ପାଇଁ ସମସ୍ତ ସେବାୟତଙ୍କ ସହ ଆଲୋଚନା ହୋଇଛି। ନୀତିକାନ୍ତିରେ କିଛିମାତ୍ରାରେ ବିଳମ୍ବ ରହୁଛି। ନୀତି ଚାଲୁଥିବା ସମୟରେ ମାଇକ ଯୋଗେ ସୂଚନା ଦିଆଯାଉଛି।

ସୁରୁଖୁରୁରେ ପୁରୀବାସୀ କିପରି ମହାପ୍ରସାଦ ପାଇପାରିବେ ସେନେଇ ସେବାୟତ ମାନଙ୍କ ସହ ଆଲୋଚନା କରାଯାଉଛି । ମର୍ଚ୍ଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ଼ ଭିତରେ ଭକ୍ତଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୋଲିସ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ପ୍ରଶାସକ।

CABINET
now
ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ
ଅର୍ଗସ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ । ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ସହ ଶିଳ୍ପନୀତି ୨୦୧୫ର ୨ଟି ସଂଶୋଧନକ
IAS
3m ago
ରାଜ୍ୟରେ IAS ସ୍ତରରେ ଅଦଳବଦଳ
ଅର୍ଗସ ବ୍ୟୁରୋ: ରାଜ୍ୟରେ IAS ସ୍ତରରେ ଅଦଳବଦଳ। ବରିଷ୍ଠ ଆଇଏସଙ୍କୁ ଅତିରିକ୍ତ ଦାୟିତ୍ବ ନେଇ ବିଜ୍ଞପ୍ତି ପ୍ରକାଶ। ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ESI ବିଭାଗର ପ୍ରମୁଖ ସଚି
BJP
5m ago
ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ । ଜନାଦେଶ ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ରର
BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି