ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ
by Argus News
Wed, Oct 02 | 1:58 p.m.

ଅର୍ଗସ ବ୍ୟୁରୋ: ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ। ମୁଖ୍ୟମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ପରେ ସାମ୍ନାକୁ ଆସିଲେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଖୋଲାଖୋଲି ଚ୍ୟାଲେଞ୍ଜ କଲେ ସୁକିନ୍ଦାର 5 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ। କହିଲେ ଆସନ୍ତୁ ନଗଡା ଯିବା ମୁଁ ଆପଣଙ୍କୁ ଦେଖାଇବି ସେଠାକାର ଚିତ୍ର । 

ଗତକାଲି ଅର୍ଗସର ରୋକଠୋକ୍ କାର୍ଯ୍ୟକ୍ରମରେ ଇଣ୍ଟରଭ୍ୟୁ ଦେଇ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯାଜପୁରକୁ  ଲୁଟିଛନ୍ତି 3 ପରିବାର । ସବୁଠାରୁ ବେଶୀ ଦୁର୍ନିତୀ କରିଛନ୍ତି ପ୍ରଫୁଲ୍ଲ ଘଡେଇ ଓ ପ୍ରିତି ରଂଜନ ଘଡେଇ । ସୁକିନ୍ଦାର ବିକାଶ ହୋଇଥିବା ନେଇ ପ୍ରଫୁଲ୍ଲ ଘଡେଇ ଦେଇଥିବା ବୟାନ ଉପରେ ସ୍ଥାନୀୟ ବିଧାୟକ କହିଛନ୍ତି ମିଛ କହୁଛନ୍ତି ପ୍ରଫୁଲ୍ଲ। 

ଆହୁରି ପଢନ୍ତୁ ଓଡିଶା ଖବର...
 

ନକଲି ଡାକ୍ତର
3m ago
ମନଇଚ୍ଛା କ୍ଲିନିକ୍ ଖୋଲି ବସିଥିଲେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ
ବଲାଙ୍ଗୀର: ଟିଟିଲାଗଡ଼ ଥାନା ଅନ୍ତର୍ଗତ ପୁତୁଲି ଗ୍ରାମରେ ପୋଲିସ ହାବୁଡରେ ନକଲି ଡାକ୍ତର । ଟିଟିଲାଗଡ଼ ପୁଲିସ ନକଲି ଡାକ୍ତରଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି
ପାକିସ୍ତାନ କ୍ରିକେଟ୍‌
23m ago
ପାକିସ୍ତାନ କ୍ରିକେଟ୍‌ରେ ହଲଚଲ: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର
ଅର୍ଗସ ବ୍ୟୁରୋ: ପାକିସ୍ତାନ କ୍ରିକେଟରେ ହଲଚଲ। ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ପାକିସ୍ତା
ବଦଳିବ ସ୍କୁଲ ଭାଗ୍ୟ
53m ago
ମୋହନ ରାଜରେ ବଦଳିବ ସ୍କୁଲ ଭାଗ୍ୟ
ଅର୍ଗସ ବ୍ୟୁରୋ:ବିଜେଡି ସରକାର ଓଡ଼ିଶାରେ ୨୪ ବର୍ଷ ଶାସନ କଲା ମାତ୍ର ବଦଳିଲାନି ଶିକ୍ଷାର ମାନଚିତ୍ର,କୁହାଗଲା ୫ଟି ମାଧ୍ୟମରେ ଚାରିଆଡେ ସ୍କୁଲ୍ ର ହେଉଛି ରୂପାନ୍ତରଣ । ମାତ୍ର ତାହାଥିଲା କେବ