ଚଢାଦରରେ ଆଳୁ ବିକ୍ରି ଅଭିଯୋଗ, ଯୋଗାଣ ବିଭାଗର ରେଡ୍
by Argus News
Mon, Dec 02 | 2:35 p.m.

ଭୁବନେଶ୍ୱର: ଟେନସନ୍ ଦେଲାଣି ଆଳୁ । କେଉଁଠି ଆଳୁ 40 ତ କେଉଁଠି 60ରେ ବିକ୍ରି ହେଉଛି । ସେପଟେ ଅଚାନକ ଆଳୁ ଦର ବଢିବାକୁ ନେଇ ଚିନ୍ତାରେ ଖାଉଟି । ବିଭିନ୍ନ ସ୍ଥାନରେ ଚଢା ଦରରେ ଆଳୁ ବିକ୍ରି ହେଉଛି । ଖାସ୍ କରି ଟ୍ୱିନ ସିଟିରେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି । ଫଳରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି । 

ଚଢାଦରରେ ଆଳୁ ବିକ୍ରି ଅଭିଯୋଗରେ ଛତ୍ରବଜାର ଓ ଭୁବନେଶ୍ୱର 4 ନଂ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । 

ସେପଟେ ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ପହଞ୍ଚିଲା ଆଳୁ ଗାଡ଼ି । ଆଜି ସୁଦ୍ଧା ଉତ୍ତରପ୍ରଦେଶରୁ ଆହୁରି ୭୦ଟି ଗାଡ଼ି ଆସିବ । ଏହା ସହ ପଶ୍ଚିମବଙ୍ଗରୁ ୩୦ ଗାଡ଼ି ଆସିବ । ଆଳୁ ଆସିବା ପରେ ବର୍ଦ୍ଧିତ ଦରରେ ଲାଗିପାରେ ରୋକ୍ ।

ଆଜି ଉତ୍ତରପ୍ରଦେଶରୁ 300 ଟ୍ରକ୍ ଆଳୁ ଗାଡ଼ି ଆସିବ ବୋଲି ଗତକାଲି ସୂଚନା ଦେଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରି ଦେଇଥିଲେ ମମତା ସରକାର । ପଶ୍ଚିମବଙ୍ଗର ମନମାନୀ ଯୋଗୁଁ ରାଜ୍ୟ ସାରା ଦେଖାଦେଇଛି ଆଳୁ ସଂକଟ । ତେଣୁ ପଶ୍ଚିମବଙ୍ଗର ମନମାନୀ ଭାଙ୍ଗିବାକୁ ୟୁପିକୁ ବିକଳ୍ପ ଭାବେ ବାଛିଛନ୍ତି ରାଜ୍ୟ ସରକାର।

ହାଇସ୍ପିଡ୍ ଟ୍ରେନ୍
ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍
ଅର୍ଗସ ବ୍ୟୁରୋ: ଭାରତୀୟ ରେଳବାଇର ବଡ ଉପଲବ୍ଧି । ପ୍ରସ୍ତୁତ ହେଉଛି ସ୍ବଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହାଇସ୍ପିଡ୍ ଟ୍ରେନ୍ । ରେଲୱେର ମେକ୍ ଇନ୍ ଇଣ୍ଡିଆ ଟେକନିକ୍ ରେ ନିର୍ମିତ ଏହି ଟ୍ରେ
ଜିଲ୍ଲାପାଳ
A ରୁ Z ପର୍ଯ୍ୟନ୍ତ ବର୍ଣ୍ଣମାଳା ବ୍ୟବହାର କରି ରାଇମ୍ ଗାଇଲେ ଜିଲ୍ଲାପାଳ
ଅର୍ଗସ ବ୍ୟୁରୋ: କରିମନଗର କଲେକ୍ଟର ଏକ ଗୀତ ସ୍କ୍ରିପ୍ଟ କରି ସ୍କୁଲ ପିଲାମାନଙ୍କ ପାଇଁ ଗୀତ ବନେଇଛନ୍ତି । ଜିଲ୍ଲା କଲେକ୍ଟର ପାମେଲା ଶତପଥି ଯିଏକି ପିଲାମାନଙ୍କୁ ବହୁତ ଅଧି
କୋଇଲା
ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି
ଅର୍ଗସ ବ୍ୟୁରୋ: ଭାରତର କୋଇଲା ଉତ୍ପାଦନରେ ରେକର୍ଡ ବୃଦ୍ଧି । ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି । ଏହି ବୃଦ୍ଧି ଭାରତର ଶକ୍ତି ଚାହିଦା ପୂରଣ କରିବା ଏବ
ଶିକ୍ଷକ
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା
ଅର୍ଗସ ବ୍ୟୁରୋ: ପୂର୍ବରୁ ଏଠାରେ ୪ଜଣ ଶିକ୍ଷକ ରହିଥିଲେ । ସେଥିମଧ୍ୟରୁ ଜଣକୁ ଅନ୍ୟ ସ୍କୁଲକୁ ଡେପୁଟେସନରେ ବଦଳି କରାଯାଇଥିଲା ବେଳେ ଅନ୍ୟ ଜଣେ ସ୍ବାସ୍ଥ୍ୟ ଗତ ସମସ୍ୟା କାରଣରୁ ଛୁଟିର
UPI
ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି
ଅର୍ଗସ ବ୍ୟୁରୋ: ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି । ନଭେମ୍ବରରେ 38 ପ୍ରତିଶତ YEAR OVER YEAR ର ଅଭିବୃଦ୍ଧି । ଅକ୍ଟୋବରରେ ସର୍ବକାଳୀନ ରେକର୍ଡ କରିବା ପରେ ୟୁନିଫାଏଡ୍ ପେମେଣ୍