ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ
by Argus News
Fri, Oct 25 | 5:45 p.m.

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ ।  ଧୀରେ ଧୀରେ ବଢ଼ିବାର ଲାଗିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ବନ୍ୟା ଆଶଙ୍କା ନେଇ ନଦୀ କୁଳିଆ ଗ୍ରାମଗୁଡିକୁ ସତର୍କ କରାଯିବା ସହିତ ବନ୍ୟା ପ୍ରଭାବିତ ଅଂଚଳରୁ ଗ୍ରାମବାସୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଦାନା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଥିବାରୁ ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ଲକ,ତହସିଲ ସହିତ ଅନ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ସଜାଗ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

AWAS GHAR
34m ago
ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ
ଅର୍ଗସ ବ୍ୟୁରୋ: ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ର
ବିପର୍ଯ୍ୟୟ ମୁକାବିଲା
42m ago
ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା
ଭୁବନେଶ୍ୱର: ଦାନା ମୁକାବିଲାରେ ଜନସେବାର ଭାଗିଦାରିତା। ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା। ଦିନ ରାତି ଏକ କରିଥିଲା ନୂଆ ସରକାର। ଗାଉଣ୍ଡରେ ମନ୍ତ୍ର
DANA
48m ago
ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର
ଅର୍ଗସ ବ୍ୟୁରୋ: ଦାନା ଦାନବ ସିନା ସାଜିଲାନି ହେଲେ ରଚିଛି ଏମିତି ତାଣ୍ଡବଲୀଳା । ବାତ୍ୟା ଦାନା ଯୋଗୁଁ କେନ୍ଦ୍ରାପଡ଼ା ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଇଏ ହେଉଛ