ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା
by Argus News
Sat, Oct 26 | 5:46 p.m.

ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା  । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା । ଆପାର୍ଟମେଣ୍ଟରେ ପ୍ରସ୍ଥାନ ଓ ପ୍ରବେଶ ପଥରେ IP କ୍ୟାମେରା ଲଗାଇବେ ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ।

ଅଧିକ ପଢନ୍ତୁ ଓଡିଶା ଖବର

ଏହାର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସର କଣ୍ଟ୍ରୋଲ୍ ରୁମ୍‌କୁ ଦେବେ । ସହଯୋଗ କାମନା ସହ ଅନୁସନ୍ଧାନ ପାଇଁ ଟିମ୍ ଗଠନ କରିଛୁ କହିଲେ ପୋଲିସ କମିଶନର । ଗତ ଦଶ ମାସ ମଧ୍ୟରେ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଚୋରି କେସ ରିପୋର୍ଟ ହୋଇଥିଲା, ସେଥିରୁ ୨୯ ଲୋକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । 

CHOLESTEROL
now
ହଠାତ୍ ଓଜନ ବୃଦ୍ଧି କୋଲେଷ୍ଟ୍ରଲ୍ର ସଂଙ୍କେତ
ଅର୍ଗସ ବ୍ୟୁରୋ: ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ କୋଲେଷ୍ଟ୍ରଲ ସ୍ତରକ
SPEED 10
29m ago
Speed 10 : ସ୍କ୍ରୋଲ କରନ୍ତୁ, ପୁରା ଦିନର ଅପଡେଟ୍‌ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବନବିଭାଗ ପକ୍ଷରୁ ବିଛା ଯାଇଛି ଜନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ହାରିଲା ଭାରତ । ୧୧୩ ରନ୍‌ର
CYCLONE DANA
32m ago
ଓଡ଼ିଶାକୁ ରକ୍ଷା କରିଦେଲା ହେନ୍ତାଳ ବଣ !
ବାତ୍ୟା ଦାନାକୁ ନେଇ ସପ୍ତାହେ ହେଲାଣି ଓଡ଼ିଶାରେ ଲାଗିରହିଥିଲା ଭୟ । ଖାସ କରି ଉପକୂଳ ଓଡ଼ିଶା ଓ ସମୁଦ୍ର ଉପକୂଳିଆ ଗାଁ ଲୋକେ ଡରି ଛାନିଆ ହୋଇଥିଲେ । ବାତ୍ୟା କେଉଁଠି ପହଞ୍ଚିଲା ? କେତେବେଳ