ଶ୍ରମିକଙ୍କ ପେଟରେ ପଶିଲା ବାଉଁଶ
by Argus News
Tue, Jul 23 | 6:31 p.m.

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି କାରଖାନାରେ ସୁରକ୍ଷା ଅଭାବରୁ ବଡ ଅଘଟଣ ।  କାର୍ଯ୍ୟ କରୁଥିବା ସମୟରେ ଶ୍ରମିକ ପେଟରେ ପସି ଯାଇଛି ବାଉଁଶ I ସୂଚନା ଯେ, ସାନତ୍ରିବିଡା ଗାଁର ଲିପୁ ଭୁତିଆ ଏନଟିପିସି ରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ପେଟରେ ଏକ ବାଉଁଶ ପଶିଯାଇଛି I

ଫଳରେ ଗୁରୁତର ଅବସ୍ଥାରେ ଏନଟିପିସି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏକ ଘୋରଇ ମେଡିକାଲକୁ ସ୍ଥାନାସ୍ତରିତ କରାଯାଇଛି । ଏବେ ମଧ୍ୟ ତାଙ୍କ ପେଟରେ ବାଉଁଶ ଟି ପସିରହିଛି I ଏନଟିପିସି ରେ ବାରମ୍ବାର ଅଘଟଣ ଘଟୁଥିବା ବେଳେ ସୁରକ୍ଷାକୁ ନେଇ ଚିନ୍ତାରେ କର୍ମଚାରୀ ଓ ଶ୍ରମିକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା