ରୋଗୀଙ୍କୁ ଠକୁଥିଲା ଡାକ୍ତର , ଅଭିଯୋଗ ପରେ ଗିରଫ କଲା ପୋଲିସ
by Argus News
Sun, Oct 06 | 8:23 a.m.

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୋଲିସ  । ବେଆଇନ ଭାବେ କ୍ଲିନିକ ଖୋଲି କରୁଥିଲେ  ରୋଗୀଙ୍କ ଚିକିତ୍ସା । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିଲେ । ଅଭିଯୋଗ ହେବା ପରେ ଗିରଫ କରିଛି ସିନ୍ଧେକେଲା ପୋଲିସ ।ଗିରଫ ଡାକ୍ତର ଜଣକ ହେଲେ ପଞ୍ଚିମବଙ୍ଗ ର ପଳାସା ବିଶ୍ୱାସ ବୋଲି ସୂଚନା  ମିଳିଛି । ସିନ୍ଧେକେଲା ସହର ରେ ବର୍ଷ ବର୍ଷ ଧରି ଚଳାଉ ଥିଲେ ବେଆଇନ କ୍ଲିନିକ ।  

ଅଧିକ ପଢନ୍ତୁ : ମନଇଚ୍ଛା କ୍ଲିନିକ୍ ଖୋଲି ବସିଥିଲେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ

ଟିଟିଲାଗଡ ଓ ବଲାଙ୍ଗୀର ରୁ  ଏକ ଟିମ ଆସି ବେଆଇନ କ୍ଲିନିକ ରେ ଚଢ଼ଉ କରିବା ପରେ ପୁଲିସ  ଡାକ୍ତର ଙ୍କୁ ନକଲି ବୋଲି ଜାଣିବାକୁ ପାଇଁଥିଲା । ପରେ ଏସ ଡିପିଓ ଙ୍କ ଉପସ୍ଥିତି ରେ ତାଙ୍କୁ ଗିରଫ କରାଯାଇଛି । ଓଡିଶା କ୍ଲିନିକାଲ ନିୟମ ଓ ଜାତୀୟ ଔଷଧ କମିଶନ ନିୟମ ଅନୁସାରେ ଦଫା ଲଗାଇ ମାମଲା ର ତଦନ୍ତ କରୁଛି ସିନ୍ଧେକେଲା ପୋଲିସ ।ଏହି ଅଞ୍ଚଳ ରେ ନକଲି କାରବାର ବଢ଼ିବାରେ ଲାଗିଛି ।

ଆକ୍ସନ୍
36m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
40m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ
ସୁଭଦ୍ରା ଯୋଜନା
42m ago
ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍