ଗୋ ମାଂସ ବୋଝଇ ଡାଲା ଅଟୋ ଛାଡି ଡ୍ରାଇଭର ଫେରାର
by Argus News
Wed, Jul 24 | 8:56 a.m.

ଅର୍ଗସ ବ୍ୟୁରୋ:  ବାଙ୍କୀ ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ମଧୁଆପଲ୍ଲୀ ଛକରେ ଗୋ ମାଂସ ବୋଝଇ ଡାଲା ଅଟୋ ଛାଡି ଡ୍ରାଇଭର ଫେରାର। ସୂଚନା ଅନୁଯାଇ ମଧୁଆପଲ୍ଲୀ ଛକରେ ଏକ ଡାଲା ଅଟୋରେ ଗୋ ମାଂସ ବୋଝେଇ ହୋଇ ଯାଉଥିବା ସମୟରେ ହଠାତ ଗାଡିଟିର ଚେଚିଶ ଭାଙ୍ଗି ଯିବାରୁ ଷ୍ଟାର୍ଟ ବନ୍ଦ ହୋଇଯିବା ଫଳରେ ଗାଡିଟି ଆଉ ଷ୍ଟାର୍ଟ ହୋଇନଥିଲା।

ଗାଡ଼ିରେ ଗୋ ମାଂସ ଥିବାରୁ ଭୟଭୀତ ହୋଇ ଡ୍ରାଇଭର ସେଠୁ ଚମ୍ପଟ ମରିବା ପରେ  ବହୁତ ସମୟ ଗାଡିଟି ରାସ୍ତା ଉପରେ ରହିଥିବା ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିଥିଲା । ଲୋକେ ଗାଡ଼ିରେ ଗୋ ମାଂସ ବୋଝଇ ହୋଇଥିବାର ଦେଖିବାକୁ ପାଇଥିଲେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପଂହଁଚି ଗାଡିଟିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା