ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବା
by Argus News
Tue, Nov 21 | 6:49 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ଡ୍ରୋନ୍‌ ।  ଦୁର୍ଗମ ଅଂଚଳକୁ ଔଷଧ ସହିତ ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରେ|ନ ଦ୍ୱରା ସହଯୋଗ ନେବା ଆରମ୍ଭ । ୟୁଏସଏଆଇଡି ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି  ଜିଲ୍ଲାର ଦୁଇଟି ଦୁର୍ଗମ ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ମେଡିକାଲକୁ ଔଷଧ ପଠାବା ନିମନ୍ତେ ବ୍ୟବହାର କରାଯାଇଛି । ଏହା ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳରେ ଡ୍ରେ|ନ ସାହାଯ୍ୟରେ ନମୁନା ଓ ରୋଗୀ ମାନଙ୍କ ନିମନ୍ତେ ଅତି ଅଵଶ୍ୟକୟ ଔଷଧ ପଠାଯିବ ବୋଲି ଜଣାପଡିଛି।

ଆସନ୍ତା କିଛି ଦିନ ପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକରେ ଡ୍ରେନ ସାହାଯ୍ୟରେ ଔଷଧ ଓ ନମୁନା ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯିବ। ଏହାକୁ ହ୍ୟାଣ୍ଡେଲ କରିବା ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ  ଅଭିଜ୍ଞ ବ୍ୟକ୍ତି ଏହି ଡ୍ରୋନକୁ ପରିଚାଳନା କରିବେ । ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ କରି ରଖିବା ପରେ ଡ୍ରୋନକୁ ବ୍ଲକ ସଦର ମହକୁମାମାନଙ୍କୁ ପଠାଯିବ । ଏଥିରେ ସମୟର ଅପଚୟ ସହିତ ରୋଗୀ ମଧ୍ୟ ଅପ ଖର୍ଚ୍ଚlନ୍ତରୁ ବଞ୍ଚିତ ହେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା