ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ , ବନ୍ଦ ହେଲା ସୁଟିଂ
by Argus News
Tue, Oct 01 | 11:29 a.m.

ବଲାଙ୍ଗୀର : ଓଡିଆ ସିନେମା ଷ୍ଟାରଙ୍କୁ ମାଓବାଦୀ ଭୟ। ବଲାଙ୍ଗିର ଖପ୍ରାଖୋଲରେ ସିନେମା ହେଉଥିଲା ସୁଟିଂ। ହଠାତ ଅପହରଣ ନେଇ ସତର୍କ କରାଇଲା ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ। ଏହି ଖବର ଜଣାପଡିବା ପରେ ଅଚାନକ ସିନେମାର ସୁଟିଂ ବନ୍ଦ କରା ଯାଇଛି ।

ଅଧିକ ପଢନ୍ତୁ : ମାଓ ଅପରସନରେ ୩ ମାଓବାଦୀ ନିପାତ

ଖପ୍ରାଖୋଲ ଜଙ୍ଗଲ ଓ ଗନ୍ଧମାର୍ଦନ ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବା ନେଇ ପୂର୍ବରୁ ଜଣାପଡିଛି। ଅନେକ ସମୟରେ CRPF ମାଓବାଦୀ ଗୁଳି ବିନିମୟ ମଧ୍ୟ ହୋଇଛି । ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ ବୋଲି ସୂଚନା ମିଳିଛି ।
 

ଲକ୍ଷ୍ମୀ ବସ
9m ago
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛ
ଗୁଳି ବାଜିବା ପରେ
36m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
58m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର