ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
by Argus News
Fri, Oct 25 | 2:55 p.m.

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 48 ଘଣ୍ଟାରେ ଆକଳନ ଶେଷ କରି ୭ ଦିନ ଭିତରେ ସହାୟତା ଯୋଗାଇ ଦିଆଯିବାକୁ ଚେଷ୍ଟା କରାଯିବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ଅଧିକ ପଢନ୍ତୁ : କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ: କନକ ବର୍ଦ୍ଧନ ସିଂହଦେଓ

କାଲି ପାଗ ଅନୁକୂଳ ହେଲେ ଏରିୟଲ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ । ବାତ୍ୟା ଦାନାରେ ବିଶେଷ ପ୍ରଭାବିତ ହୋଇଛି ଭଦ୍ରକ ଓ କେନ୍ଦ୍ରାପଡ଼ା । ସେପଟେ ଆଶା ଦିଦି ଶିବାନୀଙ୍କ କାର୍ଯ୍ୟ କୁ ପ୍ରଶଂସା କଲେ ରାଜସ୍ବ ମନ୍ତ୍ରୀ |
 

CYCLONE
2m ago
ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ । ଧୀରେ ଧୀରେ ବଢ଼ିବାର ଲାଗିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ବନ୍ୟ
ZERO CASUALTY
16m ago
ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ
ଅର୍ଗସ ବ୍ୟୁରୋ: ଦୁର୍ଗମରେ ବି ବାତ୍ୟା ଦାନାର ସଫଳ ମୁକାବିଲା। ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ। ମୟୁରଭଞ୍ଜ ଶୁଳିଆପଦାରେ ବାତ୍ୟା ଦାନାକୁ ଦୃଷ୍ଟିରେ କଚ୍ଚା ଘର
ବାତ୍ୟା 'ଦାନା'
54m ago
ବାତ୍ୟା 'ଦାନା' ; ଉଜାଡିଦେଲା , ଭସାଇନେଲା , ସର୍ବଶାନ୍ତ କରିଦେଲା....
ଅର୍ଗସ ବ୍ୟୁରୋ : ବାତ୍ୟା ଆସିଲା ପୁଣି ଚାଲିଗଲା, ଆଉ ସହରରେ ରହୁଥିବା ବଡ ବଡୁଆ ଲୋକଙ୍କ ମୁହଁରୁ ବାହାରି ଆସିଲା, କାଇଁ କୋଉଠି ବାତ୍ୟା ହେଲା ? କାହିଁ କିଛି କ୍ଷତି କରିନି ତ ? କାଲି ବ