କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ
by Argus News
Fri, Jul 05 | 3:02 p.m.

ଜଗତସିଂହପୁର: କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ। ଜଗତସିଂହପୁର ଥାନାରେ ପହଞ୍ଚି ଲୋକଙ୍କ ସହ ଉତ୍ତମ ବ୍ୟବହାର କରିବାକୁ  କଲେ ତାଗିଦ। ଗୋଟେପଟେ ପୋଲିସ ଡିଜି ଅରୁଣ ଷଡଙ୍ଗୀ ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ କହିଥିବା ବେଳେ ଗ୍ରାଉଣ୍ଡରେ କିନ୍ତୁ ସ୍ଥିତି କିଛି ଅଲଗା ।

ଜଗତସିଂହପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା । ଏ ବିଷୟରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଜାଣିବା ପରେ ଥାନାରେ ପହଁଞ୍ଚି ଥାନା ଅଧିକାରୀଙ୍କୁ ତାଗିଦ କରିଥିଲେ । ଏହା ସହ ଲୋକଙ୍କ ସହ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଦ୍ରୌପଦୀ ମୁର୍ମୁ
15m ago
ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅର୍ଗସ ବ୍ୟୁରୋ : ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ବିକେ ଆର୍ଟ ସମେତ ସଂସ୍କୃତ ମହାବିଦ୍ୟଳୟର ଛାତ୍ରଛାତ୍ରୀ ମାନଙ୍କୁ କଲ
ବିଜେଡି
ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି
ଭୁବନେଶ୍ୱର: ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି । ସେଇ ରୂପ ରେଖ ସ୍ୱରୂପ ଗତକାଲି ରଥଯାତ୍ରା ଭଳି ପବିତ୍ର ଦିନରେ ନବୀନ ପଟ୍ଟନାୟକ ଦଳର ରୂପରେଖ କୁ ପରିବର୍ତ୍ତନ କରିଛନ୍ତି । ରାଜ୍
ସାଧବ ବୋହୂ
ବର୍ଷା ଆସିଲେ ମନେ ପଡେ ସାଧବ ବୋହୂ...
ଭୁବନେଶ୍ୱର: ବର୍ଷା ଆସିଲେ ଆସେ ସାଧବ ବୋହୁ। ମାଟିରେ ତାର କୁନି କୁନି ପାଦରେ ଠୁକୁଠୁକୁ ହୋଇ ଚାଲେ ଲାଲ ରଙ୍ଗର ଟୁକଟୁକୁ ସାଧବ ବୋହୁ। ଭାରି ଭଲ ଲାଗେ ତାକୁ