ବିନା ଦୋଷରେ ୬୦ ଘଣ୍ଟା ଧରି ଯୁବକକୁ ମାଡ ମାରିଲା ପୋଲିସ 
by Argus News
Thu, Jun 06 | 10:05 a.m.

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସର ଦବଙ୍ଗଗିରି। ବିନା ଦୋଷରେ ଦୀର୍ଘ ୬୦ ଘଣ୍ଟା ଧରି ଯୁବକକୁ ଅଟକ ରଖି ମାରିଲେ ମାଡ । ସୂଚନା ଅନୁଯାୟୀ ସୁବଳୟା ଥାନା ଅର୍ନ୍ତଗତ ଟେଭାପଦର ଗାଁର ମହେନ୍ଦ୍ର ମହାଳିକ ଟ୍ରାକ୍ଟରର ଲୁହା ଲଙ୍ଗଳ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ପୋଲିସ ସେହି ଗାଁର ଜଗନ୍ନାଥ କର୍ମୀ ନାମକ ଯୁବକକୁ ଅଟକ ରଖିଥିଲେ। ତେବେ ତାଙ୍କୁ ଦିର୍ଘ ୩ ଦିନ ପର୍ଯ୍ୟନ୍ତ ଥାନାରେ ରଖି ପୋଲିସ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୁବଳୟା ଥାନା ଏଏସଆଇ ସୋନ୍ତୋଷ ସିନ୍ଦିରିଆ ପଚରା ଉଚୁରା ଆଳରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଯୁବକ ଜଣକ l

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା