ଦାନ ହୁଣ୍ଡି ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ
by Argus News
Mon, Mar 25 | 4:17 p.m.

 ବ୍ରହ୍ମପୁର: ଦାନ ହୁଣ୍ଡି ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତାଳପଡା ପଞ୍ଚାୟତର ଖଣ୍ଡେଶ୍ବର ମହାଦେବ ମନ୍ଦିରରୁ କୌଣସି ଦୂର୍ବୁତ୍ତ ମନ୍ଦିରରୁ ଲୁଟି ନେଲେ।  ଆଜି ସକାଳୁ ମନ୍ଦିରର ପୂଜକ ଓ ସେବାୟତ ମନ୍ଦିର ଖୋଲିବା ସମୟରେ ଦେଖିଲେ ମନ୍ଦିରର ଦୁଇଟି ଦାନ ହୁଣ୍ଡିର ତାଲା ଭଙ୍ଗା ଯାଇଛି ଓ ସେଥିରେ ଥିବା ଟଙ୍କା ପଇସା  ଚୋରି ହୋଇଛି।

ଏନେଇ ପୂଜକ ପପୁ ମହାପାତ୍ର ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ମନ୍ଦିର ପରିଚାଳନା କମିଟି ଉପସଭାପତି ପବିତ୍ର ସ୍ବାଇଁ ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ଜଣାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଥରେ ଚୋରି ହୋଇ ଥିବା ବେଳେ କୌଣସି ଅଭିଯୋଗ କରାଯାଇନଥିଲା । କମିଟିର ସଦସ୍ୟ ମାନଙ୍କ କହିବା ଅନୁଯାୟୀ ପ୍ରାୟତଃ ୩୦ ରୁ ୪୦ ହଜାର ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6