ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି
by Argus News
Mon, Sep 30 | 7:20 a.m.

ଅର୍ଗସ ବ୍ୟୁରୋ:  ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି । ଦେଖା ଦେଇଥିବା ତୀବ୍ର ଉତ୍ତେଜନା ଏବେ ନିୟନ୍ତ୍ରଣରେ ରହିଛି । ଏହାକୁ ଏବେ ସମ୍ପୂର୍ଣ୍ଣ ପ୍ରଶମିତ କରାଯାଇଛି ଏବଂ ଶାନ୍ତି ବଜାଇ ରହିଛି । ତେବେ ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଏହାସହ BNSSର ୧୬୩ ଧାରା ବଳବତ୍ତର ରହିଛି । ସେହିପରି ପୂର୍ବରୁ ୪୮ ଇଣ୍ଟରନେଟ ସେବା ବନ୍ଦ କଟକଣା ରହିଥିବା ବେଳେ ଏହାକୁ ଆହୁରି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି । ଏଥି ସହ ଆଜି ଧାମନଗରରୁ ଆହୁରି 7 ଜଣଙ୍କୁ ଗିରଫ କରାଯାଇଛି । ମୋଟ ଗିରଫ ସଂଖ୍ୟା 15କୁ ବୃଦ୍ଧି

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମାଛ
now
ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା
ନୂଆଦିଲ୍ଲୀ: ମାଛ ତରକାରୀ ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର । ଦୁନିଆରେ ମାଛକୁ ସବୁଠାରୁ ହେଲଦି ଫୁଡ୍‌ କୁହାଯାଇଥାଏ। ମାଛରେ ଅନେକ ପୋଷ
ଭାରତର ଶ୍ରେଷ୍ଠ
57m ago
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟ
ମିଥୁନ ଚକ୍ରବର୍ତ୍ତୀ
ଦର୍ଶକ ହୃଦୟରେ ରାଜ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ, ମନେପଡେ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍
ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟ