ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ
by Argus News
Fri, Oct 25 | 3:58 p.m.

ଅର୍ଗସ ବ୍ୟୁରୋ: ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ। ଜିରିଡ଼ିପାଙ୍ଗା ଛକ ଠାରୁ ଏକ କିଲୋ ମିଟର ସମ୍ପୂର୍ଣ୍ଣ ମାଟି ରାସ୍ତା। 

ଗାଜୁରପଡ଼ି , ଲାଇନପାଲି, ଡଗରା ପାଙ୍ଗା , ଡମପାଡ଼ା ଓ ଗୁପ୍ତା ପାଙ୍ଗା ର ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କୁ ବହୁବାର  ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳି ନାହିଁ। ସେଥିପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଆଜି ଏକତ୍ରିତ ହୋଇ ମିଳିତ ଭାବେ ନିଜେ ଶ୍ରମ ଦାନ କରି ଗାଁ  ରାସ୍ତାକୁ ମରାମତି କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

DRY FRUITS
4m ago
ଅଦୃଶ୍ୟତାରୁ ମୁକ୍ତି ଦେବ ଡ୍ରାଏ ଫ୍ରୁଟ୍ସ
ଅର୍ଗସ ବ୍ୟୁରୋ: ଶୀତଦିନେ ଡ୍ରାଏ ଫ୍ରୁଟ୍ସ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଶୀତ ଋତୁରେ ଡ୍ରାଏ ଫ୍ରୁଟ୍ସରେ ପୁଷ୍ଟିକର ଉପାଦାନରେ ଭରପୂର । ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଆପଣ ଆପଣଙ୍କର ପୁର
CYCLONE
9m ago
ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ । ଧୀରେ ଧୀରେ ବଢ଼ିବାର ଲାଗିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ବନ୍ୟ
ZERO CASUALTY
23m ago
ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ
ଅର୍ଗସ ବ୍ୟୁରୋ: ଦୁର୍ଗମରେ ବି ବାତ୍ୟା ଦାନାର ସଫଳ ମୁକାବିଲା। ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ। ମୟୁରଭଞ୍ଜ ଶୁଳିଆପଦାରେ ବାତ୍ୟା ଦାନାକୁ ଦୃଷ୍ଟିରେ କଚ୍ଚା ଘର