ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର
by Argus News
Fri, Oct 25 | 1:23 p.m.

ଅର୍ଗସ ବ୍ୟୁରୋ : ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର। ଗୋଟିଏ ଟ୍ରଲର ଆଉ ଏକ ଟ୍ରଲରକୁ ଦୌଡି ସାହାଯ୍ୟରେ ଟାଣୁଥିବାର ଚିତ୍ର କୈଦ ହୋଇଛି କ୍ୟାମେରା ଲ୍ୟାନ୍ସରେ। ଦୁଇଟି ଟ୍ରଲର ପଶ୍ଚିମବଙ୍ଗର ବୋଲି ମତ୍ସ୍ୟ ବିଭାଗର ଵୋଲି ଜଣାପଡିଛି। ବର୍ତ୍ତମାନ ତୁହାକୁ ତୁହା ପବନ ହେଉଥିବା ବେଳେ ବର୍ଷା ବି ଲାଗିରହିଛି। ଏହି ସମୟରେ ମୁହାଣରେ ଟ୍ରଲର ଅଟକିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି ମତ୍ସ୍ୟବିଭାଗର କର୍ମଚାରୀ ।

ଅଧିକ ପଢନ୍ତୁ : ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ

ଅନ୍ୟପଟେ ବୈତରଣୀ ବାଲିଚର ସଂଘର ସଦସ୍ୟ ଦେଇଛନ୍ତି ସାଂଘାତିକ ସୂଚନା। ଏହି ଦୁଇଟି ଟ୍ରଲର ପଶ୍ଚିମ ବଙ୍ଗ ଫେରିବାକୁ ଚେଷ୍ଟା କରୁଥିଲେ ବୋଲି ସଂଘ କହିଛି। ଟ୍ରଲର ମାଲିକଙ୍କ ଅନୁମତିରେ ପଶ୍ଚିମ ବଙ୍ଗ ଫେରିବାକୁ ଉଦ୍ୟମ ହେଉଥିଲାବୋଲି ସଂଘର ସଦସ୍ୟ କହିଛନ୍ତି।
 

ଷ୍ଟାଡିୟମ୍‌ରେ
6m ago
ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌
ଅର୍ଗସ ବ୍ୟୁରୋ: ପାଣି ବୋତଲ ପହଞ୍ଚିବାରେ ବିଳମ୍ବ କାରଣରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କୁ ହଇରାଣ ହେବାକୁ ପଡିଛି। ଷ୍ଟାଡିୟମରେ ପାଣି ଅଭାବ ଯୋଗୁ ପରିସ୍ଥିତି ବିଗିଡ
ସୁରେଶ ପୂଜାରୀ
58m ago
ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 48 ଘଣ୍ଟାରେ ଆକଳନ ଶେଷ କରି ୭ ଦିନ ଭିତରେ ସହାୟତା ଯୋଗା
ଆରସିବିରେ କିଏ
ଆରସିବିରେ କିଏ ହେବ ନୂଆ କ୍ୟାପଟେନ
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ଦଳର ରିଟେନ୍ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସବୁଠ