୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ଚାଲିଛି ମତଦାନ
by Argus News
Sat, Jun 01 | 10:09 a.m.

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲାରେ ୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ଚାଲିଛି ମତଦାନ। ଜିଲ୍ଲାର ୫ ବିଧାନସଭା ନିର୍ବାଚନୀ ମଣ୍ଡଳରେ ୧୩୧୨ ବୁଥ୍ ରେ ୧୨ ଲକ୍ଷ ୮୬ ହଜାର ୩୭୭ ଜଣ ଭୋଟର କରିବେ ମତଦାନ। ଜିଲ୍ଲାରେ ପୁରୁଷ ଭୋଟର ୬୬୨୮୦ ଥିବା ବେଳେ ମହିଳା ଭୋଟର ୬୨୩୪୦୩ ଜଣ ରହିଛନ୍ତି ଧାମନଗର ନିର୍ବାଚନମଣ୍ଡଳୀରେ ତିହିଡି ବ୍ଲକର ୧୩ ପଞ୍ଚାୟତ, ଧାମନଗର ବ୍ଲକ ର ୩୧ ପଞ୍ଚାୟତ ସହ ଧାମନଗର NAC ରେ ୧୧ଟି ୱାର୍ଡରେ ୨୪୭୧୯୬ ଭୋଟର ରହିଥିବା ବେଳେ ୨୫୭ ଟି ବୁଥ୍ ରେ ଚାଲିଛି ମତଦାନ ।

ମତଦାନକୁ ଲକ୍ଷ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଜିଲ୍ଲା ପ୍ରଶାସନ ତରଫରୁ , ତିହିଡି, ଧାମନଗର ଓ NAC ରେ ସମ୍ବେଦନଶୀଳ ତଥା ଉତେଜନା ବୁଥ୍ ରେ ସିସିଟିଭି ସହ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା