ଟୋଲ ଟ୍ୟାକ୍ସର ଟଙ୍କା କେଉଁଠି ଖର୍ଚ୍ଚ କରନ୍ତି ସରକାର ?
by Argus News
Sat, Jun 15 | 3:38 p.m.

ଅର୍ଗସ ବ୍ୟୁରୋ: ଟୋଲ ଟ୍ୟାକ୍ସର ଟଙ୍କା କେଉଁଠି ଖର୍ଚ୍ଚ କରନ୍ତି ସରକାର ଜାଣନ୍ତି କି ଆପଣ। ହାଇଓ୍ୱେ ବ୍ୟବହାର କରିବା ଉପରେ ସରକାର ଗାଡିଠାରୁ ଟୋଲ ଟ୍ୟାକ୍ସ ନିଅନ୍ତି। ରାସ୍ତାରେ ଯିବା ବେଳେ ଆମେ ସମସ୍ତେ ଯୋଲ ଟ୍ୟାକ୍ସ ଦେଇଥାଉ। ଟୋଲ ଟ୍ୟାକ୍ସ ଦେବା ଅନିବାର୍ଯ୍ୟ ଅଟେ। ୨୦୨୨-୨୩ରେ ଟୋଲ ଟ୍ୟାକ୍ସରୁ ୪୮,୦୨୮ କୋଟି ଟଙ୍କା ଏକଜୁଟ ହୋଇଥିଲା।

କିନ୍ତୁ ସରକାର ଟୋଲ ଟ୍ୟାକ୍ସରୁ ଟଙ୍କା କଣ କରନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥାଏ । ଟୋଲ ଟ୍ୟାକ୍ସରୁ ଟଙ୍କା ରାସ୍ତାର ମରାମତି ପାଇଁ ଖର୍ଚ୍ଚ ହୋଇଥାଏ। ରାସ୍ତାକୁ ଅଧିକ ଚଉଡା କରିବା ହାଇଓ୍ୱା ନିର୍ମାଣରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ। ପୋଲ ଏବଂ ଓଭରବ୍ରିଜରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାସହ ରାସ୍ତାଗୁଡିକୁ ସଫାସୁତୁରା ଏବଂ ରାସ୍ତାରେ ଲାଇଟ ଲଗାଇବାରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ। ଟୋଲ କଲେକ୍ଟ କରିବା ପାଇଁ ହାଇଓ୍ୱେରେ ଟୋଲ ପ୍ଲାଜା ଥାଏ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

ସ୍କୁଲ ପାଠ୍ୟକ୍ରମରେ
4m ago
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: `ଇମରଜେନ୍ସି'ର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକ
RATHA YATRA 2024
33m ago
ଏଥର ଦୁଇଦିନ ରଥଯାତ୍ରା
ଅର୍ଗସ ବ୍ୟୁରୋ : ୭୧ରେ ଯାହା ହୋଇଥିଲା, ୨୪ରେ ତାହା ହେବ । ଅର୍ଥାତ୍‌ ଏସନ ଦୁଇଦିନ ହେବ ରଥଯାତ୍ରା । ଜୁଲାଇ ୭ ଓ ୮ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଦେଖିବେ ଲକ୍ଷାଧିକ ଭକ୍
HEART ATTACK
38m ago
୩୩ କୋଟି ଜିତିଲେ, ଜୀବନ ହାରିଲେ
ଅର୍ଗସ ବ୍ୟୁରୋ : କାଳ ହେଲା ଅତ୍ୟଧିକ ଖୁସି । ମାତ୍ର କେଇ ମୁହୂର୍ତ୍ତରେ ଚାଲିଗଲା ଜୀବନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । କାରଣ ଖେଳୁ ଖେଳୁ କେତେବେଳେ ତାହା ଜୁଆରେ ପରିଣତ ହେଲ