ବାଲିକୁଦା ବ୍ଲକ୍ ମିଶନ ଶକ୍ତି ଗ୍ରୁପ୍ ସମ୍ମୁଖରେ ଧାରଣାରେ SHG ଗ୍ରୁପର ମହିଳା 
by Argus News
Mon, Jun 03 | 3:36 p.m.

ଜଗତସିଂହପୁର:  ଶଙ୍ଖରେ ଭୋଟ ଦେଲେନି ବୋଲି SHG ଗ୍ରୁପକୁ ମିଳୁନି ଟଙ୍କା । ଏହି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ । ବାଲିକୁଦା ବ୍ଲକ୍ ମିଶନ ଶକ୍ତି ଗ୍ରୁପ୍ ସମ୍ମୁଖରେ ଧାରଣା ଦେଇଛନ୍ତି ୨୦ରୁ ଉର୍ଦ୍ଧ୍ବ SHG ଗ୍ରୁପର ମହିଳା । ସରପଞ୍ଚ, MBK, CRP, ଡ଼ିଲର ଓ ବ୍ଲକର କିଛି ସରକାରୀ କର୍ମଚାରୀ SHG ଗ୍ରୁପ୍ ମାନଙ୍କୁ ଟଙ୍କା ଦେଇ BJDକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ । 

ଯେଉଁ SHG ଗ୍ରୁପ୍ BJDକୁ ଭୋଟ ଦେବା ପାଇଁ ମନା କରିଛନ୍ତି । ସେମାନଙ୍କୁ ଟଙ୍କା ନମିଳିବାରୁ ବାଲିକୁଦା ବ୍ଲକ ସମ୍ମୁଖରେ ୨୦ରୁ ଉର୍ଦ୍ଧ୍ବ SHG ଗ୍ରୁପର ଶତାଧିକ ମହିଳା ଧାରଣା ଦେଇଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା