ଅଙ୍ଗନୱାଡ଼ିକୁ ପୋକ ଛତୁଆ ଭେଟି
by Argus News
Sat, Jul 13 | 6:38 p.m.

ଅର୍ଗସ ବ୍ୟୁରୋ: କୋମଳମତି ଶିଶୁଙ୍କ ଖାଦ୍ୟରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ଛତୁଆରୁ ବାହାରୁଛି କୁଣ୍ଡା । ଜଗତସିଂପୁର ଏରସମା ବ୍ଳକରୁ ଆସିଛି ଏହି ଛତୁଆ ଦୁର୍ନୀତି ଅଭିଯୋଗ । ନୀଳକଣ୍ଠେଶ୍ଵର SHG ଗ୍ରୁପ୍ ଦ୍ଵାରା ପ୍ରସ୍ତୁତ ଛତୁଆରୁ କୁଣ୍ଡା ଆଉ କଳା କଳା ପୋକ ବାହାରୁଛି। ଛତୁଆରେ ବୁଟ, ଚିନାବାଦାମ, ଚିନିର ଉପଯୁକ୍ତ ପରିମାଣ ମିଶୁନଥିବା ବେଳେ ଅରୁଆ ଚାଉଳ ମିଶାଇ ନିମ୍ନ ମାନର ଛତୁଆ ବଣ୍ଟନ ହେଉଛି ବୋଲି ଅଭିଭାବକ ଅଭିଯୋଗ ଆଣିଛିନ୍ତି। ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିବା ସ୍ବାକାର କରିଛନ୍ତି କେନ୍ଦ୍ରର ଜଣେ କର୍ମୀ। ନୀଳକଣ୍ଠେଶ୍ଵର SHG ଗ୍ରୁପ୍ ର ସମ୍ପାଦିକାଙ୍କ ଜାଣତରେ ଏଭଳି ଦୁର୍ନୀତି ଚାଲିଛି । ଏ ବିସୟରେ ବ୍ଲକ ପ୍ରଶସାନ ଅବଗତ ଥିଲେବି ଆପୋସ ସଲା ସୁତରାରେ ଏଭଳି ଖରାପ ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି।

ଗର୍ଭବତୀ ଓ ଶିଶୁଙ୍କୁ ସୁଷମ ଖାଦ୍ୟ ଯୋଗାଇବା ପାଇଁ ଅଙ୍ଗନୱାଡି କେନ୍ଦ୍ର ଦ୍ବାରା ଛତୁଆ ଯୋଗା ଯାଉଛି। ମାତ୍ର ସରକାରଙ୍କ ସୁଷମ ଖାଦ୍ୟ ବଣ୍ଟନରେ ବାଧକ ସାଜିଛି ଲାଭଖୋର ମନୋବୃତ୍ତି । ତେବେ ଏହି ଘଟଣାର ତଦନ୍ତ କରାନ ଗଲେ ଅନେକ ମହିଳା ଓ ଶିଶୁ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା